Latest Odisha News

BREAKING NEWS

Browsing Tag

spot admission

ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ଅଗଷ୍ଟ ୩ ଯାଏ ବୃଦ୍ଧି

ଭୁବନେଶ୍ୱର: ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଖରାପ ପାଗକୁ ଦୃଷ୍ଟିରେ ରଖି ସରକାର ଦ୍ୱାଦଶ ସ୍ପଟ୍ ଆଡମିଶନ ଅବଧିକୁ ୩ ଅଗଷ୍ଟ ଯାଏ ବଢ଼ାଇଛନ୍ତି । ଏନେଇ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ଚିଠି କରାଯାଇଛି । ରାଜ୍ୟର ବିଭିନ୍ନ…

ଆଜି +୨ର ବଳକା ସିଟରେ ସ୍ପଟ୍ ଆଡମିଶନ୍

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ଯୁକ୍ତ ଦୁଇ କଲଜେର ନାମଲେଖା ପାଇଁ ଆଜି ସ୍ପଟ୍ ଆଡମିଶନ୍ । ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପରେ ବଳକା ସିଟ୍‌ରେ ନାମଲେଖା ଯିବ । ଗତକାଲି ପ୍ରକାଶ ପାଇଥିଲା ସେସବୁ ଜୁନିୟର କଲେଜରେ ମେରିଟ୍ ଲିଷ୍ଟ । ଆଜି ସକାଳ ୧୦ଟାରୁ ସ୍ପଟ୍ ଆଡମିଶନ ଆରମ୍ଭ…

ବଳକା ମେଡ଼ିକାଲ ଓ ବିଡ଼ିଏସ୍ ସିଟ୍ ଲାଗି ଆସନ୍ତାକାଲିଠୁଁ ସ୍ପଟ୍ ଆଡ଼ମିସନ

ଭୁବନେଶ୍ୱର: ଓଡ଼ିଶାରେ ବଳକା ରହିଯାଇଥିବା ମେଡିକାଲ ଓ ବିଡ଼ିଏସ ସିଟ୍ ପାଇଁ ରବିବାର ଠାରୁ ସ୍ପଟ୍ ଆଡ଼ମିସନ ଆରମ୍ଭ ହେବ । ଏନେଇ ଶନିବାର ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ସେଲ ପକ୍ଷରୁ ସୂଚନା ଜାରି କରାଯାଇଛି । ସୂଚନା ଅନୁଯାୟୀ ରାଜ୍ୟର ୮ଟି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ…