Latest Odisha News

BREAKING NEWS

Browsing Tag

Sputnik V Vaccine

ପୁରୁଷଙ୍କ ଲାଗି ଘାତକ ସାଜୁଛି ସ୍ପୁଟନିକ୍-ଭି ଟିକା!

ନୂଆଦିଲ୍ଲୀ: ନାମିବିଆ ଋଷର କରୋନା ଟିକା ସ୍ପୁଟନିକ୍-ଭି ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବ ବୋଲି ସୂଚନା ମିଳିଛି। ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି। ନିକଟରେ ଦକ୍ଷିଣ ଆଫ୍ରିକା ସ୍ପୁଟନିକ୍-ଭି ଟିକାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲା। ଯାହା ପରେ ନାମିବିଆରେ ମଧ୍ୟ…

ସ୍ପୁଟ୍‌ନିକ ଭି ଟିକାର ଗୋଟିଏ ଡୋଜ ଶକ୍ତିଶାଳୀ ଆଣ୍ଟିବଡି ସୃଷ୍ଟି କରିପାରେ; ରିପୋର୍ଟ

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନ ଅନୁଯାୟୀ କରୋନାଭାଇରସ୍ ବିରୁଦ୍ଧରେ ଏକ ଶକ୍ତିଶାଳୀ ଆଣ୍ଟିବଡି ସୃଷ୍ଟି କରିବା ପାଇଁ ରୁଷ ସ୍ପୁଟ୍‌ନିକ ଭି ଟିକାର ଗୋଟିଏ ଡୋଜ ଯଥେଷ୍ଟ। ସେଲ୍ ରିପୋର୍ଟ୍ସ ମେଡିସିନ୍ ପତ୍ରିକାରେ ପ୍ରକାଶିତ ଏହି ନୂତନ ଅଧ୍ୟୟନରେ, ଆର୍ଜେଣ୍ଟିନାର ୨୮୯ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ…

ସେପ୍ଟେମ୍ବରରୁ ଦେଶରେ ସ୍ପୁଟନିକ୍ ଭି ଟିକା ଉତ୍ପାଦନ ଆରମ୍ଭ କରିବ ସେରମ୍

ନୂଆଦିଲ୍ଲୀ: ସେରମ୍‌ରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ସ୍ପୁଟ୍‌ନିକ୍‌ ଭି ଟିକା ଉତ୍ପାଦନ। ରୁଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତରେ ସ୍ପୁଟ୍‌ନିକ୍‌ ଭି ଟିକା ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା କରିଥିବା ଘୋଷଣା କରାଯାଇଛି। ସେପ୍ଟେମ୍ବରରୁ ସେରମ୍…

କରୋନା ଭୂତାଣୁର ସମସ୍ତ ପ୍ରଜାତି ବିରୁଦ୍ଧରେ ସ୍ପୁଟ୍‌ନିକ୍‌ ଭି ଟିକା ପ୍ରଭାବଶାଳୀ

ନୂଆଦିଲ୍ଲୀ: ଏକ ଅଧ୍ୟୟନ ଅନୁଯାୟୀ ରୁଷିଆର ସ୍ପୁଟ୍‌ନିକ୍‌ ଭି ଟିକା କରୋନାଭାଇରସ୍ ର ସମସ୍ତ ପ୍ରଜାତି ବିରୁଦ୍ଧରେ ଅଧିକ ନିରାପଦ ଓ ପ୍ରଭାବଶାଳୀ ବୋଲି ଜଣାପଡିଛି। ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜିର ଗାମାଲିଆ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଏବଂ ରୁଷିଆର ପ୍ରତ୍ୟକ୍ଷ ନିବେଶ ପାଣ୍ଠି…

ଦେଶର ୫୦ରୁ ଅଧିକ ସହରରେ ପହଞ୍ଚିଛି ସ୍ପୁଟ୍‌ନିକ ଭି ଟିକା

ନୂଆଦିଲ୍ଲୀ: ଡ. ରେଡ୍ଡୀଙ୍କ ଲାବୋରେଟୋରୀ ଦ୍ବାରା ଭାରତରେ ଉତ୍ପାଦିତ ହେଉଥିବା ରୁଷିଆର ସ୍ପୁଟ୍‌ନିକ ଭି ଟିକା ବର୍ତ୍ତମାନ ଭାରତର ୫୦ ଟି ସହରରେ ପହଞ୍ଚିସାରିଛି। ଡକ୍ଟର ରେଡ୍ଡୀଙ୍କ ଲାବୋରେଟୋରୀ ଏକ ବିବୃତ୍ତିରେ କହିଛି ଯେ ସ୍ପୁଟନିକ୍ ଭି ଟିକା ସାରା ଦେଶର ୫୦ଟି ସହର ତଥା ହାଇଦ୍ରାବାଦ,…

ମାଗଣାରେ ଲୋକଙ୍କୁ ଦିଆଯିବ ସ୍ଫୁଟନିକ୍ ଟିକା, ଖୁବଶୀଘ୍ର ସରକାରୀ କେନ୍ଦ୍ରରେ ମିଳିବ !

ନୂଆଦିଲ୍ଲୀ: କୋଭାକ୍ସିନ, କୋଭିସିଲ୍ଡ ଭଳି ମାଗଣାରେ ଲୋକଙ୍କୁ ଦିଆଯିବ ସ୍ଫୁଟନିକ୍-ଭି ଭ୍ୟାକସିନ୍ । ଖୁବଶୀଘ୍ର ସରକାରୀ ଟିକାାଦନ କେନ୍ଦ୍ରରେ ରୁଷ୍ ଟିକା ଉପଲବ୍ଧ ହେବ । ଏହି ସୂଚନା ଦେଇଛନ୍ତି କୋଭିଡ୍-୧୯ କାର୍ୟ୍ୟ ସମୂହ (ଓ୍ୱାର୍କିଂ ଗ୍ରୁପ) ଅଧ୍ୟକ୍ଷ ଡ. ଏନ୍. କେ. ଆରୋରା । ସେ…