Latest Odisha News
Browsing Tag

State Govt

ପୁଣି ବଦଳିଲା ସ୍କୁଲ ସମୟ, ଏଣିକି ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ

ଭୁବନେଶ୍ୱର: ପୁଣି ବଦଳିଲା ସ୍କୁଲ ସମୟ । ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ । ଏଣିକି ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ହେବ ସ୍କୁଲ । ଏହାସହ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ସୂଚନା ମିଳିଛି ।…

ଦୁର୍ନୀତି ଅଭିଯୋଗରେ ୭ ବରିଷ୍ଠ ଅଧିକାରୀ ବିଦା, ଜାଣନ୍ତୁ କାହା ବିରୋଧରେ କଣ ରହିଛି ଅଭିଯୋଗ

ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗ ୭ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଜେଲ ଡିଆଇଜି, ଜଣେ କମାଣ୍ଡାଣ୍ଟ, ଜଣେ ଡିଏସ୍ପି, ଜଣେ ଡେପୁଟି କମାଣ୍ଡାଣ୍ଟ ଓ ୨ ଜଣ ଖଣି ଅଧିକାରୀ ଓ ଜଣେ ସିଡିପିଓ ଅଛନ୍ତି । ଏବେ ଆସନ୍ତୁ ନଜର…

ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୫୦ ହଜାର ଅଯୋଗ୍ୟ କାଳିଆ ହିତାଧିକାରୀ ଫେରାଇବେ କାଳିଆ ଯୋଜନା ଟଙ୍କା । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କୃଷି ସଚିବ ସୌରଭ ରର୍ଗ କହିଛନ୍ତି ଯେ, ‘ଏ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୯୮ ପ୍ରତିଶତ ଯୋଗ୍ୟ । ପ୍ରାୟ ୫୦ହଜାର ଅଯୋଗ୍ୟ…