Latest Odisha News

BREAKING NEWS

Browsing Tag

State transport authority

RTOରେ ଆଉ ଲାଗିବନି ଲମ୍ବା ଲାଇନ୍, ଲାଗୁ ହେବ ଟୋକନ୍ ବ୍ୟବସ୍ଥା

ଭୁବନେଶ୍ୱର: ଏଣିକି ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବା ଆରଟିଓରେ ଆଉ ଭିଡ଼ ହେବନି । ଘଣ୍ଟା ଘଣ୍ଟା ଲୋକଙ୍କୁ ଲାଇରେ ଠିଆ ହେବାକୁ ପଡ଼ିବନି । ଖୁବଶୀଘ୍ର ଆରମ୍ଭ ହେବ ଟୋକନ୍ ବ୍ୟବସ୍ଥା । ଏନେଇ ରାଜ୍ୟ ପରିବହନ ବିଭାଗ (STA) ଓ ନ୍ୟାସନାଲ୍ ସ୍ମଲ୍ ଇଣ୍ଡଷ୍ଟ୍ରିଜ୍…

ଆରମ୍ଭ ହେଲା ଏଲଏଲ୍ ଟେଷ୍ଟ

ଭୁବନେଶ୍ୱର: ଓଡିଶାରେ ଲର୍ଣ୍ଣସ୍ ଲାଇସେନ୍ସ (ଏଲଏଲ) ଟେଷ୍ଟ ପ୍ରକ୍ରିୟା ସୋମବାର ଠାରୁ ଆରମ୍ଭ ହୋଇଛି । ଯାହା କୋଭିଡ-୧୯ ମହାମାରୀ ଯୋଗୁଁ ବନ୍ଦ ରହିଥିଲା । ଏନେଇ ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।…

ଓଡ଼ିଶାରେ ଲର୍ଣ୍ଣର ଲାଇସେନ୍ସ ଟେଷ୍ଟ ଲାଗି ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ଲର୍ଣ୍ଣର ଲାଇସେନ୍ସ (ଏଲଏଲ) ପରୀକ୍ଷା ପାଇଁ ସ୍ଲଟ୍ ବୁକିଂ ଗୁରୁବାର ସକାଳ ୧୧ଟାରୁ ଆରମ୍ଭ ହୋଇଛି। ଯାହା କୋଭିଡ-୧୯ ମହାମାରୀ କାରଣରୁ ବନ୍ଦ ରହିଥିଲା। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟ୍ବିଟ୍ କରାଯାଇଛି।…

ଅଣ ପରିବହନ ଗାଡିର ଭଡା ଉପରେ ଲାଗିବ କଟକଣା

ଭୁବନେଶ୍ୱର: ଏଣିକି ଅଣପରିବହନ ଗାଡିର ଭଡା ଲଗାଣ ଉପରେ ଲାଗିବ କଟକଣା । ପ୍ରାଇଭେଟ ଲାଇସେନ୍ସପ୍ରାପ୍ତ ଗାଡ଼ିଗୁଡିକ କୌଣସି ପରିସ୍ଥିତିରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବନାହିଁ।  ଏପରି କଲେ ଗାଡ଼ି ଭଡ଼ା କରିଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଏତଲା ରୁଜୁ ହେବ।…

RTO ଦେବେ ଅନ୍ତଃରାଜ୍ୟ ବସ୍ ପର୍‌ମିଟ୍‌

ଭୁବନେଶ୍ୱର: ଏଣିକି ଆର୍‌ଟିଓମାନେ ଦେଇପାରିବେ ଅନ୍ତଃରାଜ୍ୟ ବସ୍ ପର୍‌ମିଟ୍ । ମହାମାରୀ ସମୟରେ ଭିଡ କମାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ କମିଶନର । ଆବେଦନ ଦିନ ହିଁ ଯଥା ସମ୍ଭବ ଆର୍‌ଟିଓମାନେ ନିର୍ଦ୍ଦେଶ ଦେବାକୁ ଅନୁମତି ଦିଆଯାଇଛି । ପୂର୍ବରୁ ଅନ୍ତଃରାଜ୍ୟ ବସ୍ ଚଳାଚଳ…