Latest Odisha News
Browsing Tag

story for children

ଶିଶୁ ଗଳ୍ପ : ତୁମ ପରି ଛୋଟ ପିଲାଟିଏ

ସୁଷମା ପରିଜା ଗୋଟିଏ ମଫସଲିଆ ଗାଆଁ ଥିଲା ପଣ୍ଡରପୁର। ସେ ଗାଆଁରେ ରହୁଥିବା ଲୋକମାନେ କେବଳ ଚାଷବାସ ଉପରେ ହିଁ ନିର୍ଭର କରି ଚଳନ୍ତି । ପାଠଶାଠ ପଢିବା ପାଇଁ ଭଲ ସ୍କୁଲଟିଏ ମଧ୍ୟ ନାହିଁ ସେ ଗାଆଁରେ। କେବେ କେବେ ବର୍ଷା ଅଭାବରୁ ଚାଷବାସ ଉଜୁଡି ଯାଏ, ଲୋକମାନଙ୍କୁ ଭୋକ ଉପାସରେ ରହି…

ଶିଶୁ ଗଳ୍ପ : ମହତ କାମ

ଯାଜ୍ଞସେନୀ ହୋତା  ନା ଟା ତା'ର ବାପୁନୁ । ଗଛଲତା, ପଶୁପକ୍ଷୀ, କୀଟ ପତଙ୍ଗ , ସମସ୍ତଙ୍କୁ ଖୁବ୍ ଭଲପାଏ ସେ । ସବୁଦିନ ସ୍କୁଲ୍ ରୁ ଫେରି ,ବାଡିରେ ବୁଲି ବୁଲି ଗଛଲତାଙ୍କୁ ଲକ୍ଷ୍ୟ କରେ। ପକ୍ଷୀଙ୍କର କିଚିରି ମିଚିରି ସ୍ୱର ଶୁଣି ଖୁସିରେ କୁରୁଳି ଉଠେ। କୁଆ କୁକୁରଙ୍କୁ ଘରୁ ନେଇ ବିସ୍କୁଟ୍…

ଶିଶୁ ଗଳ୍ପ : ଅଟୋ ବାଲା

ନମିତା ପାଇକରାୟ  ବୁଢୀମା କୋଳରେ ଶୋଇ ରହି ଆକାଶକୁ ଚାହୁଁ ଥିଲା ରମେଶ। ଆକାଶ ଆଜି ଟିକେ ବେଶୀ ବେଶୀ ନୀଳ ଦିଶୁଥାଏ। ରମେଶର ମନ ଭିତରେ ହଜାରେ ପ୍ରଶ୍ନ ଖେଳି ବୁଲୁଥାଏ। ଠିକ ସେତିକି ବେଳେ ଆକାଶରୁ ଆଲୁଅ ଓ ଶବ୍ଦ ସହିତ ଉଡାଜାହାଜଟିଏ ଦେଖାଗଲା । ରମେଶ ର ମନ ଆନ୍ଦୋଳିତ ହେଲା।…