ରାଜ୍ୟର ୧୪ ବର୍ଷରୁ କମ୍ ସମସ୍ତ ୨୦ ଜଣ କରୋନା ଆକ୍ରାନ୍ତ ଶିଶୁ ଏବେ ସୁସ୍ଥ: ବାଗଚୀ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ହୋଇଥିବା ୧୪ ବର୍ଷରୁ କମ ୨୦ ଜଣ ଶିଶୁ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ ୧୯ର ମୁଖପାତ୍ର ସୁବ୍ରତ ବାଗଚୀ ।
କିନ୍ତୁ ଏହି କଷ୍ଟକର ସମୟ ମଧ୍ୟରେ ଟୀକାଠାରୁ ଆରମ୍ଭ କରି କେମୋ ସବୁର…