Latest Odisha News

BREAKING NEWS

Browsing Tag

Sulochana

ଧାରାବାହିକ ଉପନ୍ୟାସ : ସୁଲୋଚନା (୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୮ ଘଞ୍ଚ ଅରଣ୍ୟ ମଧ୍ୟରେ ଏକ ଦେବାଳୟରେ ନାଗକନ୍ୟା ସୁଲୋଚନା ବିଷ୍ଣୁ ଆରାଧନାରେ ନିମଗ୍ନା। ପିତାଙ୍କ ଦ୍ୱାରା ଶାପିତା ହୋଇ ନାଗଲୋକରୁ ବିତାଡିତା ହେବା ପରେ ବିଷ୍ଣୁଙ୍କ ଶରଣରେ ରହିଛନ୍ତି। ମେଘନାଦର ଭୟରେ ଦେବରାଜ ଇନ୍ଦ୍ର…

ଧାରାବାହିକ ଉପନ୍ୟାସ : ସୁଲୋଚନା (୬)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୬  " ହେ ବ୍ରହ୍ମଦେଵ ! ସତରେ ଯଦି ଆପଣ ମୋ ଉପରେ ପ୍ରୀତ ତେବେ ମୋତେ ଅମରତ୍ୱ ପ୍ରଦାନ କରନ୍ତୁ। ଏହା ଭିନ୍ନ ଅନ୍ୟ କୋଣସି ବରରେ ମୋର କାମନା ନାହିଁ। " " ପରନ୍ତୁ ... ଜନ୍ମ ହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ। ଅମରତ୍ୱ ବର ତ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୪ ଭଗବାନ ଶିବଶଙ୍କର ଦେବୀ ପାର୍ବତୀଙ୍କୁ ଏପରି ବିଷାଦଗ୍ରସ୍ତା ଦେଖି ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, " ଦେବୀ ! ତୁମକୁ ଏପରି ମାନବୀୟ ଆବେଗରେ ପ୍ଲାବିତା ହେବା ଶୋଭା ପାଉନାହିଁ। ସୁଲୋଚନା ଅତ୍ୟନ୍ତ ଧର୍ମପରାୟଣା ନାରୀ। ସେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୩ ସୁଲୋଚନା ବିନମ୍ର ଭାବରେ କହିଲେ, " କିନ୍ତୁ !! ମୁଁ ଏ ବିବାହ ପାଇଁ ଇଚ୍ଛୁକା ନୁହେଁ । ଦେବରାଜ ପ୍ରଥମେ ମୋ ନିକଟକୁ ଆସିଥିଲେ। ମୁଁ ତ ତାଙ୍କୁ ଅସ୍ବୀକାର କରି ସାରିଛି। " ସାମାନ୍ୟ କ୍ରୋଧ ପ୍ରକାଶ କରି ନାଗରାଜ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୨  ସୁଲୋଚନାଙ୍କର ରୂପଲାବଣ୍ୟରେ ମୋହିତ ହୋଇ ଇନ୍ଦ୍ର ଦେବଲୋକରୁ ନାଗଲୋକ ଆସି ପହଞ୍ଚିଛନ୍ତି। ସୁନ୍ଦରୀ ନାରୀ ପ୍ରତି ଅହେତୁକ ଦୁର୍ବଳତା ଦେବରାଜଙ୍କର। ପ୍ରଥମେ ସେ ସୁଲୋଚନାଙ୍କ ନିକଟରେ ପ୍ରେମ ଭିକ୍ଷା କରିଥିଲେ। ତାଙ୍କୁ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ 'ସୁଲୋଚନା' ଭାଗ : ୧ ପବିତ୍ର କୈଳାସ ପର୍ବତ। ମହାଯୋଗୀ ଶିବ ଶଙ୍କର ଧ୍ୟାନସ୍ଥ। ନନ୍ଦୀ ଓ ଭୃଙ୍ଗୀ ନିକଟରେ ଅପେକ୍ଷାରତ। କେତେବେଳେ ଧ୍ୟାନ ଭଗ୍ନ ହେବେ ଏବଂ ପ୍ରଭୁ ତାଙ୍କୁ ଖୋଜିବେ ! ଗଭୀର ଚିନ୍ତାମଗ୍ନା ମାତା ପାର୍ବତୀ ଅସ୍ଥିର ଭାବରେ ପଦଚାରଣ…