ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ
ଭୁବନେଶ୍ୱର: ସ୍ତନ୍ୟପାନ ଶିଶୁ ପାଇଁ ସବୁଠାରୁ ଉପକାରୀ । ଏହାର ମହତ୍ୱ ଦର୍ଶାଇବା ନିମନ୍ତେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଶିଶୁରୋଗ ବିଭାଗ ପକ୍ଷରୁ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି ।
ଇଣ୍ଡିଆନ୍ ଆସୋସିଏସନ୍ ଅଫ୍…