ଟୋକିଓ ପାରାଲିମ୍ପିକ୍ସ ଜାଭେଲିନ୍ ଥ୍ରୋରେ ଭାରତକୁ ଡବଲ୍ ମେଡାଲ୍
ଟୋକିଓ: ପାରାଲିମ୍ପିକ୍ସରେ ଆଜି ଭାରତୀୟ କ୍ରୀଡ଼ାବିତଙ୍କ ଦିନ । ସ୍ୱର୍ଣ୍ଣରୁ ଆରମ୍ଭ । ପଛକୁ ପଛ ପଦକ ପରେ ପଦକ ଆସୁଛି । ଜାଭେଲିନରେ ଭାରତ ଜିତିଛି ଦୁଇଟି ପଦକ । ଦେବେନ୍ଦ୍ର ଝାଝାରିଆଙ୍କୁ ରୌପ୍ୟ ଓ ସୁନ୍ଦର ସିଂ ଗୁର୍ଜର ବ୍ରୋଞ୍ଜ ମେଡାଲ୍ ହାସଲ କରିଛନ୍ତି । ଜାଭେନିଲ୍ ଥ୍ରୋ କ୍ଲାସ F46…