ମଞ୍ଚ ଓ ନାଚର ପ୍ରେମରେ ଏକ ସମର୍ପିତ ଜୀବନ; ଡକ୍ଟର ସୁନୀଲ କୋଠାରି
କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ
ସତୁରୀ ବର୍ଷ ଧରି ଜଣେ ଲୋକ କେବଳ ନାଚ ଦେଖିଛନ୍ତି ଓ ନାଚ ଉପରେ ଲେଖିଛନ୍ତି- ଏମିତି ଜଣେ ବ୍ୟକ୍ତିଙ୍କୁ ଆମେ କଣ ବୋଲି କହିବା? ରସିକ, ପାଗଳ ନା ନୃତ୍ୟର ଏକନିଷ୍ଠ ଭକ୍ତ? ଜୀବନର ସବୁକିଛି ଛାଡି ଦେଇ କେବଳ ମଞ୍ଚସାମ୍ନାରେ ସତୁରୀ ବର୍ଷର ଜୀବନ…