ଭୁବନେଶ୍ୱର: ଅଂଶୁଘାତରେ ଜିଆରପି କର୍ମଚାରୀଙ୍କ ମୃତ୍ୟୁ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଦିନ ଅଂଶୁଘାତ ପ୍ରଭାବରେ ଜଣେ ଜିଆରପି କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ନେଇ ସନ୍ଦେହ କରାଯାଉଛି ।
ମୃତକଙ୍କ ନାମ ପୂର୍ଣ୍ଣଚନ୍ଦ୍ର ପ୍ରଧାନ (୪୪) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ସେ ଭୁବନେଶ୍ୱର ରେଲୱେ ଷ୍ଟେସନରେ କାର୍ଯ୍ୟରତ…