୨୩ ବର୍ଷ ତଳେ ଏମିତି ତାଣ୍ଡବ ରଚିଥିଲା ମହାବାତ୍ୟା
ଭୁବନେଶ୍ୱର: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ଘଣ୍ଟା ପ୍ରତି ୩୦୦ କିମି ବେଗରେ ସୁ ସୁ ହୋଇ ମାଡ଼ି ଆସୁଥିଲା ପବନ । ଛିନଛତ୍ର କରି ଦେଇଥିଲା ସବୁକିଛି । ୩୦ ଘଣ୍ଟାର ତାଣ୍ଡବ, ପୂରା ଛାରଖାର ହୋଇ ଯାଇଥିଲା ଅର୍ଦ୍ଧାଧିକ ଓଡ଼ିଶା ।
ଶତାବ୍ଦୀର ସବୁଠୁ ପ୍ରଳୟଙ୍କରୀ ମହାବାତ୍ୟାରେ…