ରଥଯାତ୍ରା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶନାମାରେ କ’ଣ ସର୍ତ୍ତ ରଖିଲେ ଜାଣନ୍ତୁ
ନୂଆଦିଲ୍ଲୀ/ଭୁବନେଶ୍ୱର: ଜୁନ ୨୩ ତାରିଖରେ ପୁରୀଠାରେ ଅନୁଷ୍ଠିତ ହେବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବାଲାଗି କରୋନା ମହାମାରୀ ଯୋଗୁଁ କଟକଣାଯୁକ୍ତ ଅନୁମତି ପ୍ରଦାନ କରିଛନ୍ତି ।
“ ଜନସାଧାରଣଙ୍କ ଉପସ୍ଥିତି ବିନା ରଥଯାତ୍ରା କଟକଣା ଦେଇ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ, ଓଡ଼ିଶାର ଜଣେ…