Latest Odisha News

BREAKING NEWS

ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ମତ ରଖିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ : କରୋନା ମହାମାରୀ ବେଳେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

କିନ୍ତୁ ଏହି ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ପୁନର୍ବିଚାର କରନ୍ତୁ ବୋଲି ସେ ନିବେଦନ କରିଛନ୍ତି । ରଥଯାତ୍ରା ଶ୍ରୀଜୀଉମାନଙ୍କର ବର୍ଷ ବର୍ଷର ପରମ୍ପରା ହୋଇଥିବାରୁ ଏହାକୁ ବନ୍ଦ ନ କରି କମ ସେବାୟତ ଓ ପୋଲିସ କର୍ମଚାରୀଙ୍କ ସହାୟତାରେ କରାଯାଇପାରିବ । ଯାହାକୁ ଶ୍ରଦ୍ଧାଳୁ ଟିଭି ମାଧ୍ୟମରେ ଦେଖି ପାରିବେ ବୋଲି ସେ ମତ ଦେଇଛନ୍ତି ।

Leave A Reply

Your email address will not be published.