Latest Odisha News

BREAKING NEWS

Browsing Tag

Supreme Court

ଓଡ଼ିଶାରେ ଓର୍ ଖୋଳିବାକୁ ଓଏମଡିସିକୁ ସୁପ୍ରିମକୋର୍ଟ ଦେଲେ ଅନୁମତି, କହିଲେ ଅନ୍ତତଃ ସରକାରୀ ପାଣ୍ଠିକୁ ଆସିବ ରାଜସ୍ୱ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଓଡ଼ିଶା ମିନେରାଲସ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡକୁ (ଓଏମଡିସି) ଓର୍ ଉତୋଳନ କରିବାକୁ ଅନୁମତି ଦେଇଛନ୍ତି । ଓଏମଡିସି ଦ୍ୱାରା ଦାଖଲ ଏକ ଆବେଦନ ପତ୍ରକୁ ବିଚାରକୁ ନେଇ ଏହି ରାୟ ଶୁଣାଇଛନ୍ତି । ବେଲକୁଣ୍ଡି ଆଇରନ ଓର୍ ମାଇନ ଏବଂ ବଗେଇବୁରୁ ମାଇନ୍ସରୁ…

ଲାଲୁ ଯାଦବଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ବିହାରର ର୍ପୂବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପାଇଁ ବଢ଼ୁଛି ଅଡ଼ୁଆ । ସୁପ୍ରିମକୋର୍ଟ ଲାଲୁ ଯାଦବଙ୍କ ଜାମିନ ବିରୋଧରେ ଶୁଣାଣି କରିବେ ବୋଲି ଜଣାପଡ଼ିଛି । ଝାରଖଣ୍ଡ ହାଇକୋର୍ଟରେ ଲାଲୁ ଯାଦବଙ୍କୁ ଗତ ବର୍ଷ ଏପ୍ରିଲ ୧୭ରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ମିଲିଥିଲା ଜାମିନ ।…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଘଂନ; ଆସନ୍ତାକାଲି ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଘଂନ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ପଞ୍ଜାବର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ ଥିଲା। ସୁପ୍ରିମକୋର୍ଟରେ…

ପ୍ରଦୂଷଣକୁ ନେଇ ସରକାରଙ୍କ ଉପରେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଧବାର ଦିନ ସୁପ୍ରିମକୋର୍ଟ ପୁଣି ଥରେ ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣ ଉପରେ ଶୁଣାଣି ଆରମ୍ଭ କରିଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସରକାର କେଉଁ କାର୍ଯ୍ୟ କରିଛନ୍ତି ସେ ନେଇ ପୁଣି ଥରେ ପ୍ରଶ୍ନ ପଚାରିଛନ୍ତି। କେବଳ ଏତିକି ନୁହେଁ, ପ୍ରଧାନ…

ସ୍ବତନ୍ତ୍ର ଆବଶ୍ୟକତା ଥିବା ପିଲାଙ୍କ ପାଇଁ ଅଧିକ ଶିକ୍ଷକ ନିଯୁକ୍ତି କରିବାକୁ ଏସ୍‌ସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସ୍ବତନ୍ତ୍ର ଆବଶ୍ୟକତା ଥିବା ପିଲା (CwSN) କିମ୍ବା କୌଣସି ଅକ୍ଷମତାର ଶିକାର ହୋଇଥିବା ପିଲାମାନଙ୍କର ଯତ୍ନ ନେବା ପାଇଁ ତାଲିମପ୍ରାପ୍ତ ଶିକ୍ଷକଙ୍କ ତୀବ୍ର ଅଭାବକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟ ଗୁରୁବାର ଦିନ କେନ୍ଦ୍ର ତଥା ରାଜ୍ୟମାନଙ୍କୁ ଏହିପରି ଅଧିକ ଶିକ୍ଷକ ନିଯୁକ୍ତି…

ଲଖିମ୍‌ପୁର ହିଂସାକାଣ୍ଡ; ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରୀ ହିଂସାକାଣ୍ଡକୁ ନେଇ ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି ସୁପ୍ରିମ୍‌କୋର୍ଟ। ବୁଧବାର ଦିନ ଲଖିମ୍‌ପୁର ମାମଲାର ଶୁଣାଣି ସମୟରେ ୟୁପି ସରକାରଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ। ସେ କହିଛନ୍ତି ଯେ ୟୁପି ସରକାର ନିଜ ଦାୟିତ୍ବଠୁ ଦୂରେଇ ଯିବା ଅର୍ଥାତ୍‌…

ଲଖିମପୁର ଖେରି ହିଂସାକାଣ୍ଡ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡକୁ ନେଇ ଦେଶବ୍ୟାପୀ ଆଲୋଡନ୍ । ରାଜନୀତି ବି ତେଜିଛି । କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଘଟଣାକୁ ନେଇ ଉତ୍ତରପ୍ରଦେଶ ସରକାର ଓ କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି ବିରୋଧୀ । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ଲଖିମପୁର ଖେରି…

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

ନୂଆଦିଲ୍ଲୀ: କୋଭିଡ୍‌ ଯୋଗୁ ମୁତ୍ୟୁବରଣ କରିଥିବା ସେମାନଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ କେନ୍ଦ୍ରର ପଦକ୍ଷେପକୁ ସୁପ୍ରିମକୋର୍ଟ ଗୁରୁବାର ପ୍ରଶଂସା କରିଛନ୍ତି। ଏସ୍‌ସି କହିଛନ୍ତି ଯେ ଭାରତ ଯାହା କରିଛି, ଅନ୍ୟ ଦେଶ ତାହା କରି ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ…

ଡୋର ଟୁ ଡୋର କୋଭିଡ ଟିକାକରଣ ସମ୍ଭବ ନୁହେଁ; ଏସ୍‌ସି

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଟିକାକରଣ ଠିକ୍ ଭାବରେ ଚାଲିଛି କିନ୍ତୁ ଡୋର ଟୁ ଡୋର କୋଭିଡ ଟିକାକରଣ ସମ୍ଭବ ନୁହେଁ। ଦେଶର ବିଭିନ୍ନ କୋଭିଡ୍ ପରିସ୍ଥିତି ଏବଂ ପ୍ରଶାସନିକ ଜଟିଳତାକୁ ଦୃଷ୍ଟିରେ ରଖି ଡୋର ଟୁ ଡୋର ଟିକାକରଣକୁ ନିର୍ଦ୍ଦେଶ ଦେବା ସମ୍ଭବ ନୁହେଁ ବୋଲି…

ଶପଥ ନେଲେ ୩ ମହିଳାଙ୍କ ସମେତ ସୁପ୍ରିମକୋର୍ଟଙ୍କ ୯ ଜଣିଆ ନୂଆ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୯ ଜଣିଆ ବିଚାରପତି ଆଜି ଶପଥ ନେଇଛନ୍ତି । ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମନା । ଏମାନଙ୍କ ଭିତରେ ଅଛନ୍ତି ୩ ଜଣ ମହିଳା ବିଚାରପତି । ସେମାନେ ହେଲେ ଜଷ୍ଟିସ ବି.ଭି. ନାଗାରତ୍ନା, ଜଷ୍ଟିସ ହିମା କୋହଲି…