Latest Odisha News
Browsing Tag

Swagatika Swain

ସାହିତ୍ୟ ଯେ କୌଣସି ବାଦରୁ ଉର୍ଦ୍ଧ୍ବରେ : ସ୍ଵାଗତିକା ସ୍ୱାଇଁ

ଓଡ଼ିଆ ସାହିତ୍ୟ ଜଗତର ଏକ ସୁପରିଚିତ ନାମ ସ୍ଵାଗତିକା ସ୍ୱାଇଁ । ତାଙ୍କ ସୃଜନୀର ସ୍ରୋତ; ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନିଜ ଲେଖନୀର ନିଆରାପଣରେ ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରି ଚାଲିଛନ୍ତି । ତାଙ୍କର ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ…

ଔପନ୍ୟାସିକା ସ୍ବାଗତିକା ସ୍ୱାଇଁ ପାଇଲେ ପ୍ରଥମ ଅକ୍ଷୟ ଉପନ୍ୟାସ ପୁରସ୍କାର

ଭୁବନେଶ୍ୱର : ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ତରଫରୁ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ 'ପ୍ରଥମ ଅକ୍ଷୟ ଉପନ୍ୟାସ ପୁରସ୍କାର' ପ୍ରଦାନ ଉତ୍ସବ ସ୍ଥାନୀୟ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଔପନ୍ୟାସିକା ସ୍ୱାଗତିକା ସ୍ୱାଇଁଙ୍କୁ ତାଙ୍କ ଉପନ୍ୟାସ…

ସ୍ୱାଗତିକା ସ୍ୱାଇଁ ପାଇବେ ପ୍ରଥମ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ପୁରସ୍କାର

ଭୁବନେଶ୍ୱର : ଆଦ୍ୟା ପ୍ରକାଶନୀ ପକ୍ଷରୁ ପ୍ରଥମ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ପୁରସ୍କାର ଘୋଷଣା କରାଯାଇଛି । ପ୍ରକାଶନୀର ପ୍ରତିଷ୍ଠାତା ଅକ୍ଷୟ ଚନ୍ଦ୍ର ରାୟଙ୍କ ସ୍ମୃତିରେ ଏହି ପୁରସ୍କାର ପାଇଁ ଔପନ୍ୟାସିକା ସ୍ଵାଗତିକା ସ୍ୱାଇଁଙ୍କ "ଦ୍ରୋହକାଳ" ଉପନ୍ୟାସକୁ ଚୟନ କରାଯାଇଛି ।ପ୍ରତିଭା ରାୟ…