Latest Odisha News

BREAKING NEWS

Browsing Tag

Swine Flu

ରାଜ୍ୟରେ ଦୁଇ ସ୍ୱାଇନ ଫ୍ଲୁ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଦୁଇ ଜଣ ସ୍ୱାଇନ ଫ୍ଲୁ ସଂକ୍ରମିତ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ବିଗତ ନିକଟ ଅତୀତରେ କୁଆଡ଼େ ବାହାରକୁ ଯାଇନାହାନ୍ତି ବା ଫେରି ନାହାନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଜଣେ ପୁରୁଷ(୩୮) ଓ ନାରୀ(୨୮) । ଉଭୟ ଏକ ଘରୋଇ ହସ୍ପିଟାଲରେ…

ଜର୍ମାନୀରେ ବ୍ୟାପିଲା ସ୍ୱାଇନ ଫ୍ଲୁ

ଜର୍ମାନୀ: ଜର୍ମାନୀକୁ ବ୍ୟାପିଲା ସ୍ୱାଇନ ଫ୍ଲୁ । ପୂର୍ବ ବ୍ରାଣ୍ଡେନ୍ବର୍ଗରେ ମିଳିଥିବା ଏକ ବଣୁଆ ଘୁଷୁରୀର ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଜର୍ମାନୀରେ ଆଫ୍ରିକୀୟ ଘୁଷୁରି ଜ୍ୱରର ଏହା ପ୍ରଥମ ମାମଲା ବୋଲି ଦେଶର କୃଷି ମନ୍ତ୍ରୀ ଗୁରୁବାର କହିଛନ୍ତି।…

ଓଡିଶାରେ ୧୨ ସ୍ୱାଇନ ଫ୍ଲୁ ମାମଲା; ଭୁବନେଶ୍ୱରରେ ସର୍ବାଧିକ

ଭୁବନେଶ୍ୱର: ଗତ ୩ ସପ୍ତାହ ମଧ୍ୟରେ ଓଡିଶାରେ ହୋଇଥିବା ସ୍ୱାଇନ୍ ଫ୍ଲୁ ଟେଷ୍ଟରୁ ପ୍ରାୟ ୧୨ ଜଣକ ରିପୋର୍ଟ ପଜେଟିଭ୍ ବାହାରିଛି । ସେଥିମଧ୍ୟରୁ ଭୁବନେଶ୍ୱର ଏବଂ ଏହାର ଉପକଣ୍ଠରୁ ସର୍ବାଧିକ ରୋଗୀଙ୍କ ମଧ୍ୟରେ ଏଚ୧ଏନ୧ ଭାଇରସ୍ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଏସସିବିରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ

କଟକ: କଟକସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଏସସିବି)ରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ କରାଯାଇଛି । ସମ୍ପୃକ୍ତ ରୋଗୀ ଜଣକ ଢେଙ୍କାନାଳ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ନିକଟ ଅତୀତରେ ସ୍ୱାଇନ୍ ଫ୍ଲୁ…