Latest Odisha News
Browsing Tag

T-20

ଟି ୨୦ ଦ୍ବିତୀୟ ମ୍ୟାଚରେ ଜିିତିବ ଭାରତ: ପାଣ୍ଡ୍ୟା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଭାରତ ଓ ଆୟରଲାଣ୍ଡ ମଧ୍ୟରେ ଆଜି  ୨ୟ  ଟି-20 ମ୍ୟାଚ ଖେଳାଯିବ । ଡବଲିନରେ ୨ୟ ମ୍ୟାଚ୍‍ରେ  ସଞ୍ଜୁ ସାମ୍‌ସନ କିମ୍ବା ରାହୁଲ ତ୍ରିପାଠୀ ଖେଳିପାରନ୍ତି।  ବାମହାତି ପେସ୍ ବୋଲର ଅର୍ଶଦୀପ ସିଂହ ଖେଳିବାର ଯଥେଷ୍ଟ ସମ୍ଭାବନା ଅଛି। ଭୁବନେଶ୍ବର କୁମାର ଓ ଯୁଜବେନ୍ଦ୍ର…

ଆଜି ଫାଇନାଲ: ଜିତିବା ପାଇଁ ଲଢ଼ିବେ ପନ୍ଥବାହିନୀ

ବାଙ୍ଗାଲୋର: ଲଗାତାର ୨ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ଭାରତ ଆଜି ଫାଇନାଲ ଖେଲିବ । ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪୭ ଓ ୮୨ ରନ୍‌ର ବଡ଼ ବ୍ୟବଧାନରେ ହରାଇଥିବାରୁ ପନ୍ଥବାହିନୀର ମନୋବଳ ବୃଦ୍ଧି ପାଇଛି ।  ଶୃଙ୍ଖଳା ଏବେ ୨-୨ ସ୍ଥିତିରେ ଥିବାରୁ ଆଜିର ଫାଇନାଲ ହେବ  କଡା…

ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ରାଜକୋଟ୍ : ରାଜକୋଟରେ ଖେଳାଯାଉଥିବା ୪ର୍ଥ ଟି-୨୦ରେ ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚ ଜିତି  ସିରିଜକୁ ୨-୨ରେ ବରାବର କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ  ୧୭୦ରନର ବିଜୟ ଲକ୍ଷ୍ୟ ରଖିଥିଲା ।  ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୮୭ ରନରେ ଅଲଆଉଟ…

ଟି-20 ଶ୍ରେଷ୍ଠ ୧୦ ରେ ଇଶାନ

ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶ ପାଇଥିବା ଟି୨୦ ବ୍ୟାଟ୍‌ସମ୍ୟାନ ତାଲିକାରେ ଇଶାନ କମାଲ କରିଛନ୍ତି ।  ଏଥିରେ ଇଶାନ କିଶନ ୬୮ଟି ସ୍ଥାନ ଉପରକୁ ଉଠି ୭ମ ସ୍ଥାନରେ ପହଞ୍ଚିଛନ୍ତି। ଈଶାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଶୃଙ୍ଖଳାରେ ୩ଟି ମ୍ୟାଚରୁ ୨ଟି ଅର୍ଦ୍ଧଶତକ ସହ ୧୬୪ ରନ କରି ଏହି ସଫଳତା…

ଇଶାନଙ୍କ ବିସ୍ଫୋରକ ବ୍ୟାଟିଂ ବେକାର, ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ:  ଆଜିର ପ୍ରଥମ ଟି-20 ମ୍ୟାଚ୍ ରେ ଭାରତ ପରାସ୍ତ ହୋଇଛି । 7 ଉଇକେଟରେ ଜିତିଲା ଦକ୍ଷିଣ ଆଫ୍ରିକା ।   ପ୍ରଥମେ ବ୍ୟାଟିଂ କରି 20 ଓଭରରେ 4 ଉଇକେଟ ହରାଇ 211 ରନ୍ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଖେଳାଳିମାେନ ଟାର୍ଗେଟ ହାସଲ କରିନେଇଛନ୍ତି ।  ରସି ଭାନ୍ ଡେର୍ ଡୁସେନଙ୍କ 46…