Latest Odisha News
Browsing Tag

Tamanna

ତେଲୁଗୁ ଫିଲ୍ମରେ ନଜର ଆସିବେ ଅଭିନେତ୍ରୀ ତମନ୍ନା

ଭୁବନେଶ୍ୱର: ଟଲିଉଡରେ ଦେଖିବାକୁ ମିଳିବେ ଓଡିଆ ଅଭିନେତ୍ରୀ ତମନ୍ନା । ଫିଲ୍ମ ‘ଭେୟି ଶୁଭାମୁଲୁ କାଲୁଗୁ ନିକୁ’ରେ ସେ ଅଭିନେତା ବିଜୟ ରାଜାଙ୍କ ଅପୋଜିଟ୍‌ରେ ନଜର ଆସିବେ । ନିକଟରେ ଫିଲ୍ମର ମହୁରତ ସରିଛି । ଜୟଦୁର୍ଗା ମଲଟି ମିଡିଆ ମୁଭିଜ୍ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମର…