Latest Odisha News

BREAKING NEWS

Browsing Tag

Tamil Actress

ଜାତିଭିତ୍ତିକ ବିବାଦୀୟ ମନ୍ତବ୍ୟ ଦେଇ ଅଭିନେତ୍ରୀ ଗିରଫ

ଥିରୁବନନ୍ତପୁରମ୍: ଗିରଫ ହେଲେ ତାମିଲ ଅଭିନେତ୍ରୀ ମୀରା ମିତୁନ। ସୋସିଆଲ ମିଡିଆରେ ଜାତିଗତ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ। ତାଙ୍କ ବିରୋଧରେ ମାମଲା ମଧ୍ୟ ଦାଏର୍‌ ହୋଇଥିଲା। ମୀରାଙ୍କୁ ତାମିଲନାଡୁ ପୋଲିସର ସାଇବର କ୍ରାଇମ ୱିଙ୍ଗ ଗିରଫ କରିଥିବା ସୂଚନା ମିଳିଛି। ଅଗଷ୍ଟ ୧୨ରେ ପୋଲିସ…

କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ଏହି ଅଭିନେତ୍ରୀ ?

ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ମନରେ ନ ଲିଭୁଣୁ ଆଉ ଜଣେ ଅଭିନେତ୍ରୀ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ରବିବାର ତାମିଲ ଅଭିନେତ୍ରୀ ବିଜୟଲକ୍ଷ୍ମୀ ଆତ୍ମହତ୍ୟା ଉଦ୍ୟମ କରିଥିଲାବେଳେ ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କୁ ଗୁରୁତର ଅବସ୍ଥାରେ ଆଡମିଟ୍ କରାଯାଇଛି ।…