Latest Odisha News

BREAKING NEWS

Browsing Tag

Teachers Day

ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ପୁରୀର ଈଶ୍ୱର ଚନ୍ଦ୍ର

ନୂଆଦିଲ୍ଲୀ: ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି । ଗୁରୁ ଦିବସରେ ଦିଲ୍ଲୀରେ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଈଶ୍ୱରଙ୍କ ସହ ୪୬ ଜଣ ଶିକ୍ଷକଙ୍କୁ ପୁରସ୍କୃତ କରିଛନ୍ତି । ନିମାପଡ଼ା ବ୍ଲକ…

[ଦେଖନ୍ତୁ ଭିଡିଓ] ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ

ପୁରୀ: ଜାତୀୟ ପୁରସ୍କାର ପାଇବେ ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ । ଗୁରୁ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଈଶ୍ୱର ଚନ୍ଦ୍ର ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିବେ । ଚଳିତ ବର୍ଷ ଦେଶରୁ ୪୬ ଜଣ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଈଶ୍ୱର…

ଗୁରୁଦିସରେ ଓଡ଼ିଶାର ୨ଜଣଙ୍କ ସମେତ ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଆଜି ହେଉଛି ଗୁରୁ ଦିବସ । ଏହି ଅବସରରେ ଓଡ଼ିଶାର ୨ଜଣ ଶିକ୍ଷକଙ୍କ ସମେତ ଦେଶର ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି । ରାଷ୍ଚ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଭିଡିଓ କନଫରେନ୍ସିଂରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରୀୟ ଶିକ୍ଷକ…

ଗୁରୁ ଦିବସ ସୁଦ୍ଧା ସମସ୍ତ ଶିକ୍ଷକଙ୍କୁ କରୋନା ଟିକା

ନୂଆଦିଲ୍ଳୀ: କରୋନା ସଙ୍କଟ ଭିତରେ ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବା ଆରମ୍ଭ ହୋଇଛି। ଏହା ଫଳରେ ସଂକ୍ରମଣ ବୃଦ୍ଧିକୁ ନେଇ ଆଶଙ୍କା ବଢିଯାଇଛି। ଏହା ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମସ୍ତ ରାଜ୍ୟକୁ ୫ ସେପ୍ଟେମ୍ବର ଅର୍ଥାତ୍‌ ଗୁରୁ ଦିବସ ସୁଦ୍ଧା ସମସ୍ତ ଶିକ୍ଷକଙ୍କୁ…

ରୂପେଲୀ ପରଦାରେ ଗୁରୁ-ଶିଷ୍ୟର କାହାଣୀ

ନୂଆଦିଲ୍ଲୀ: ଆମ ଦେଶରେ ପିତାମାତାଙ୍କ ବ୍ୟତିତ ଗୁରୁଙ୍କୁ ଭଗବାନଙ୍କ ସ୍ଥାନ ପ୍ରଦାନ କରାଯାଇଛି । କୁହାଯାଏ, ଜଣେ ବ୍ୟକ୍ତିର ଜୀବନରେ ଗୁରୁ ହିଁ ସାଜିଥାନ୍ତି ପ୍ରମୁଖ ମାର୍ଗଦର୍ଶକ । ଆଜି ଦିନରେ ଜନ୍ମ ଗ୍ରହଣ କରିଥିଲେ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ସର୍ବପଲ୍ଲୀ…

‘ଗୁରୁ ଦିବସ’ ଅବସରରେ ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ଭୁବନେଶ୍ୱର : ପ୍ରତି ବର୍ଷ ସେପ୍ଟେମ୍ବର ୫ ତାରିଖକୁ ଆମ ଦେଶରେ ‘ଗୁରୁ ଦିବସ’ ଭାବେ ପାଳନ କରାଯାଇଥାଏ । ଏହିଦିନରେ ଜନ୍ମ ଗ୍ରହଣ କରିଥିଲେ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକି୍ରଷ୍ଣନ । https://twitter.com/Naveen_Odisha/status/1169458933452328961?s=08…