Latest Odisha News

BREAKING NEWS

Browsing Tag

tele artist

‘ଟୁନୁ.. ମେରା ବଚ୍ଚା ..’ତୁନିଷାଙ୍କ ଜନ୍ମଦିନରେ ଏମିତି ଭାବବିହ୍ୱଳ ବାର୍ତ୍ତା ଦେଲେ ସୀଜାନଙ୍କ ଭଉଣୀ

ମୁମ୍ବାଇ: “ଟୁନ୍ନୁ ମେରା ବଚ୍‌ଚା ! ମୁଁ କେବେ ବି ଭାବି ନ ଥିଲି ତୋତେ ଏମିତି ଶୁଭେଚ୍ଛା ଜଣାଇବି ବୋଲି । ତୁ ଜାଣିଛୁ, ଆପି ପ୍ଲାନ କରିଥିଲା ତୋ ପାଇଁ ଏକ ସରପ୍ରାଇଜ । ତୁ ସେଦିନ ପ୍ରିନ୍ସେସ ଡ୍ରେସ ପିନ୍ଧିବୁ ବୋଲି ମୁଁ ଚାହୁଁଥିଲି । ମୁଁ ଚାହୁଁଥିଲି, ମୁଁ ତୋତେ ସଜେଇଥାନ୍ତିି । ତୋ ପାଇଁ…

ଜୀବନ ହାରିଲେ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ, କିଛିଦିନ ତଳେ ଜେରା କରିଥିଲା ପୋଲିସ

ରାଉରକେଲା: ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ଆତ୍ମହତ୍ୟା କରିଛନ୍ତି । ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କୁ ଜେରା କରିଥିଲା । ରଶ୍ମିରେଖାଙ୍କ ମୃତ୍ୟୁକୁ ଗ୍ରହଣ କରି ପାରିନଥିବା ସନ୍ତୋଷ ଶେଷରେ ଜୀବନ ହାରିଛନ୍ତି । ରାଉଲକେଲା…

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ରୁପଲ ପଟେଲ

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ରୁପଲ ପଟେଲ। ସାଥ୍‌ ନିଭାନା ସାଥିଆର ଲୋକପ୍ରିୟ ଅଭିନେତ୍ରୀ ରୂପଲ ପଟ୍ଟେଲଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ସୁସ୍ଥ ଅଛନ୍ତି ଏବଂ ଶୀଘ୍ର ଡାକ୍ତରଖାନାରୁ…

ଗିରଫ ହେଲେ ଅଭିନେତା କରଣ ମେହେରା

ନୂଆଦିଲ୍ଲୀ: 'ୟେ ରିସ୍ତା କ୍ୟା କେହଲାତା ହୈ' ରେ ବେଶ୍‌ ଲୋକପ୍ରିୟ ଚରିତ୍ର ଥିବା ନୈତିକ ସିଙ୍ଘାନିଆ ତଥା ଅଭିନେତା କରଣ ମେହେରାଙ୍କୁ ଗତକାଲି ରାତିରେ ତାଙ୍କ ପତ୍ନୀ ତଥା ଅଭିନେତା ନିଶା ରାୱଲ ଅଭିଯୋଗ କରିବା ପରେ ଗିରଫ କରାଯାଇଛି। ମୁମ୍ବାଇ ପୋଲିସ କହିଛି ଯେ ଅଭିନେତ୍ରୀ ନିଶା ରାୱଲ…