ଆଇଟି ଓ ବିପିଓ ସେକ୍ଟର ପାଇଁ ବଢ଼ିଲା ଓ୍ୱାର୍କ ଫ୍ରମ୍ ହୋମ୍ ଅବଧି
ନୂଆଦିଲ୍ଲୀ: ଆଇଟି ଓ ବିପିଓ କମ୍ପାନୀ ଏବଂ ଏଥିରେ କାର୍ୟ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେସବୁ କମ୍ପାନୀ ପାଇଁ ଓ୍ୱାର୍କ ଫ୍ରମ୍ ହୋମ୍ ଅବଧିକୁ ଆଉ ପାଞ୍ଚ ମାସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।
ଆସନ୍ତା ଡିସେମ୍ବର ୩୧ ଯାଏଁ ଅବଧି ବଢ଼ିଛି ।…