Latest Odisha News

BREAKING NEWS

Browsing Tag

terrorism

ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ସାଜିଦ ମାଜିଦକୁ ପାକିସ୍ତାନ କୋର୍ଟର ଜେଲ ଦଣ୍ଡାଦେଶ

ଭୁବନେଶ୍ୱର: ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ଜଣେ ଆତଙ୍କବାଦୀକୁ ପାକିସ୍ତାନ କୋର୍ଟରୁ ମିଳିଛି ଦଣ୍ଡାଦେଶ । ୨୦୦୮ ମସିହା ତାଜ ହୋଟେଲ ଆକ୍ରମଣରେ ସାମିଲ ଥିବା ସାଜିଦ ମାଜିଦ ମୀରକୁ ଗତ ମେ ମାସରେ ଗୁଜରନୱାଲା କୋର୍ଟ ମୀରକୁ ୧୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ମୀର, ମୁମ୍ବାଇ ଆକ୍ରମଣରେ…

ପ୍ରଫେଟଙ୍କୁ ଅପମାନ: ଭାରତରେ ଆତ୍ମଘାତୀ ବିସ୍ଫୋରଣ ଧମକ ଦେଲା ଅଲକାଏଦା

ଭୁବନେଶ୍ୱର: ପ୍ରଫେଟ ମହମ୍ମଦଙ୍କୁ ଅପମାନ ଘଟଣାରେ ଅଲକାଏଦା ଭାରତର କିଛି ସ୍ଥାନରେ ସୁଇସାଇଡ ବିସ୍ଫୋରଣ କରିବାକୁ ଧମକ ଦେଇଛି । ଦିଲ୍ଲୀ, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ ଖୁବ୍ ଶୀଘ୍ର ବିସ୍ପୋରଣ କରାଯିବ ବୋଲି ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଅଲକାଏଦା ।…

ଆତଙ୍କବାଦ କାର୍ଯ୍ୟକଳାପରେ ୧୩ ବର୍ଷୀୟ ନାବାଳକ ଗିରଫ

ଭୁବନେଶ୍ୱର: ଇଂଲଣ୍ଡରେ ୧୩ ବର୍ଷୀୟ ନାବାଳକ ଆତଙ୍କବାବଦୀ କାର୍ଯ୍ୟକଳାପ ପାଇଁ ଗିରଫ ହୋଇଛନ୍ତି । ୱେଷ୍ଟ-ଲଣ୍ଡନର ମେଟ୍ରୋପଲିଟାନ ପୋଲିସ ମଙ୍ଗଳବାର ଏହି ନାବାଳକକୁ ଗିରଫ କରିଛି । ସେ ଅନଲାଇନରେ ଇସଲାମ ଚରମପନ୍ଥୀ ଫଟୋ, ସୂଚନା ଏବଂ ଡକ୍ୟୁମେଣ୍ଟ ପଠାଉଥିଲେ । ବ୍ରିଟେନର ଆତଙ୍କବାଦ…

ଗୋରଖନାଥ ମନ୍ଦିରରେ ପୋଲିସକୁ ଆକ୍ରମଣ; ଅଭିଯୁକ୍ତକୁ ଧରିଥିବା କନେଷ୍ଟବଳଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର

ଗୋରଖପୁର: ରବିବାର ଗୋରଖନାଥ ମନ୍ଦିରରେ ଜବରଦସ୍ତି ପଶିବାକୁ ଉଦ୍ୟମ କରିଥିବା ମୁସଲମାନ ଯୁବକକୁ ଧରିଥିବା ତିନି ଜଣ ପୋଲିସ କନେଷ୍ଟବଳଙ୍କୁ ମିଳିବ ୫ ଲକ୍ଷ ଟଙ୍କା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଏହି ଘୋଷଣା କରିଛନ୍ତି । ରବିବାର ଜଣେ ମୁସଲମାନ ଯୁବକ ‘ଆଲ୍ଲାହୁ…

ଇରାନ୍‌ ହେଉଛି ଆତଙ୍କବାଦର ନୂଆ ଘର; ମାଇକ ପୋମ୍ପିଓ

ୱାଶିଂଟନ୍: ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଇରାନ ଉପରେ ଆକ୍ରମଣ କରି କହିଛନ୍ତି ଯେ ଏହା ଅଲ-କାଏଦା ଆତଙ୍କବାଦୀଙ୍କ ପାଇଁ ଏକ ନୂତନ କେନ୍ଦ୍ର ପାଲଟିଛି। ସେ ଇରାନକୁ ଅଭିଯୋଗ କରିଛନ୍ତି ଯେ ମଧ୍ୟ ପୂର୍ବ ଦେଶ ଇରାନ ଆତଙ୍କବାଦୀ ସଂଗଠନ ପାଇଁ ଏକ ନୂତନ ଘର ପାଲଟିଛି। ଗତ…