Latest Odisha News

BREAKING NEWS

Browsing Tag

tested positive

ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍, ଆଇସୋଲେସନରେ ଧରିଥିବା ଅଧିକାରୀ

କଟକ: ଫେରାର ହାଇଦର ଗିରଫ ପରେ ବି ଚର୍ଚ୍ଚାରେ । ଏସସିବିରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ହେବା ପରେ ପୋଲିସର ନିଦ ହଜି ଯାଇଥିଲା । ଦିନରାତି ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ହାଇଦ୍ରାବାଦରୁ ହାଇଦରକୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ହାଇଦରକୁ ଶୁକ୍ରବାର ଓଡ଼ିଶା ଆଣିବା ପରେ…

ଯୋଧପୁର IITରେ ୭୦ ଛାତ୍ରଛାତ୍ରୀ, ଶିକ୍ଷକ କରୋନା ପଜିଟିଭ 

ଯୋଧପୁର: ରାଜସ୍ଥାନ ସ୍ଥିତ ଯୋଧପୁର ଆଇଆଇଟିକୁ ଘେରିଲା କରୋନା । ଶିକ୍ଷାନୁଷ୍ଠାନର ପ୍ରାୟ ୬୫ରୁ ୭୦ ଜଣ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଷ୍ଟାଫ୍‌ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।  ସୂଚନା ଅନୁସାରେ ମାର୍ଚ୍ଚ ୧୧ ତାରିଖରେ ଚଣ୍ଡିଗଡ, ଗୁଜରାଟ ଏବଂ ଜୟପୁରର କିଛି ଛାତ୍ରଛାତ୍ରୀ…

କ୍ରିକେଟର ୟୁସୁଫ୍ ପଠାଣ କରୋନା ସଂକ୍ରମିତ

ଅହମଦାବାଦ: ସଚିନ୍ ତେନ୍ଦୁଲକରଙ୍କ ପରେ ଆଉ ଜଣେ କ୍ରିକେଟରଙ୍କୁ କରୋନା । ଭାରତୀୟ ଦଳର ପୂର୍ବତନ ଖେଳାଳି ୟୁସୁଫ୍ ପଠାଣ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ୟୁସୁଫ୍ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । କୋଭିଡ୍ ପଜିଟିଭ୍ ଜଣାପଡ଼ିବା ପରେ ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା ସୂଚନା…