କାଳବୈଶାଖୀ ଆଣିଦେଲା ଆଶ୍ବସ୍ତି
ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଛି ତ୍ରାହି । ବର୍ଷା ଯୋଗୁଁ ରାଜ୍ୟରେ କିଛି ଦିନ ହେଲା ଖସିଛି ପାରଦ । ଫଳରେ ଲୋକେ ଗରମରୁ ଆଶ୍ବସ୍ତି ଲାଭ କରିଛନ୍ତି । ସେହିପରି ରାଜ୍ୟର ସମସ୍ତ ସହରର ତାପମାତ୍ରା ହ୍ରାସ ପାଇଥିବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…