Latest Odisha News
Browsing Tag

Tourist Places

‘ଦାର୍ଜିଲିଂ’: କିପରି ଯିବେ, ଖର୍ଚ୍ଚ ସହିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଜାଣନ୍ତୁ

ନୂଆଦିଲ୍ଲୀ: ଦାର୍ଜିଲିଂ ଏକ ବହୁତ ସୁନ୍ଦର ସ୍ଥାନ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଚା ବଗିଚା ପାଇଁ ଜଣାଶୁଣା | ଏହା ବ୍ୟତୀତ ଏହି ସହରର ନିଜସ୍ୱ ସ୍ୱତନ୍ତ୍ର ସ୍ଥାପତ୍ୟ ଏବଂ ସାଂସ୍କୃତିକ ଐତିହ୍ୟ ରହିଛି |ଏଠାରେ ଆପଣ ବର୍ଷା, ଖରା , ଶୀତ ଏବଂ ସୁନ୍ଦର ପର୍ବତର ମଳୟ ପବନର ଉପଭୋଗ କରି…

ଯୋନି ପୀଠ କାମାକ୍ଷା ମନ୍ଦିର; କିପରି ଯିବେ ମନ୍ଦିରକୁ ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: କାମାକ୍ଷା ମନ୍ଦିର ଶକ୍ତି ଉପାସନର ଏକ ଶକ୍ତିଶାଳୀ କେନ୍ଦ୍ର । ଆସାମ ରାଜ୍ୟର ରାଜଧାନୀ ଦିଶପୁରଠାରୁ ପ୍ରାୟ ୧୪କିଲୋମିଟର ଦୂରରେ ପ୍ରସିଦ୍ଧ କାମାକ୍ଷା ଦେବୀ ମନ୍ଦିର ଅବସ୍ଥିତ । ଏହା ଆସାମର କାମରୂପ ଜିଲ୍ଲାର ଗୁଆହାଟି ସହରରେ ଅବସ୍ଥିତ । ଏହା କାମଗିରି ପର୍ବତ (ନୀଳାଚଳ ପର୍ବତ)…

ଶରତ ଋତୁରେ ହିଲ୍ ଷ୍ଟେସନ୍ ବୁଲିବାକୁ ଯୋଜନା କରୁଛନ୍ତି କି?

ବର୍ଷା ଋତୁର ଶୁଭ ବିଦାୟ ପରେ ଶରତର ଆଗମନରେ ପ୍ରକୃତିର ବିସ୍ମୟ ଏହି ତୁଷାର ଧବଳ। ଚତୁଃପାର୍ଶ୍ୱ ସବୁଜରେ ପରିପୂର୍ଣ୍ଣ। ଏତିକି ବେଳେ ଭ୍ରମଣ କରିବା ଏକ ଉତ୍ୟମ ସମୟ। ଅକ୍ଟୋବର ମାସରେ ପାଗ ଅତ୍ୟନ୍ତ ମନୋରମ ଥାଏ। ଏହା ସହିତ ପାର୍ବଣ ଋତୁରେ ଭ୍ରମଣ କରିବାର ମଜା ଟିକେ ଅଲଗା। ତେବେ ଆମ ଆପଣଙ୍କୁ…

[ଦେଖନ୍ତୁ ଭିଡିଓ] ବନ୍ୟା ପାଣିରେ ୨ ଦିନ ହେଲା ଉବୁଟୁବୁ ସାତକୋଶିଆ

ଅନୁଗୁଳ: ମହାନଦୀରେ ବନ୍ୟା ଆସିବା ଫଳରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ବ୍ଳକରେ ବନ୍ୟା ପାଣି ପଶିଛି । ସାତକୋଶିଆର ଟିକରପଡା ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି । ଗତ ୨ ଦିନ ହେବ ବନ୍ୟାପାଣିରେ ବୁଡ଼ି ରହିଛି ପର୍ଯ୍ୟଟନସ୍ଥଳୀ ସାତକୋଶିଆ । ମହାନଦୀର ଜଳସ୍ତର ବଢ଼ୁଥିବାରୁ ଅନୁଗୁଳ ଜିଲ୍ଲାର କେତେକ…