Latest Odisha News

BREAKING NEWS

Browsing Tag

train cancelled

ବାହାନଗା ଟ୍ରେନ୍ ଦୁର୍ଘଟଣା, ଆସନ୍ତା ୩ ଦିନରେ ୨୮ ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାର ୬ ଦିନ ପରେ ବି ଉକ୍ତ ରୁଟରେ ଟ୍ରେନ୍ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇ ପାରିନି । ଆସନ୍ତାକାଲି ଠାରୁ ୧୧ ତାରିଖ ଯାଏ ୩ ଦିନରେ ଦକ୍ଷିଣ ପୂର୍ବ ରେଳପଥ ୨୮ଟି ଟ୍ରେନ୍ ବାତିଲ୍ କରିଛି । ୯ ତାରିଖରେ…

ଅନୁଗୋଳ-ତାଳଚେର ରୋଡ୍‌ରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଏସବୁ ଟ୍ରେନ୍ ଚଳାଚଳ ବାତିଲ

ଭୁବନେଶ୍ୱର: ଅନୁଗୋଳ-ତାଳଚେର ରୋଡ୍‌ରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଫଳରେ ଢେଙ୍କାନାଳ-ସମ୍ବଲପୁର ରେଳ ଲାଇନରେ ବାଧାପ୍ରାପ୍ତ ହୋଇଛି ଟ୍ରେନ୍ ଚଳାଚଳ । ୧୨ଟି ଟ୍ରେନର ଚଳାଚଳ ବାତିଲ ହୋଇଥିବା ବେଳେ ୮ଟି ଟ୍ରେନ୍‌ର ଗତିପଥ ବଦଳିଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।…

ପ୍ରବଳ ବର୍ଷାରେ ବାତିଲ୍ ହେଲା ବହୁ ଟ୍ରେନ, ଜାଣନ୍ତୁ…

ଭୁବନେଶ୍ୱର: ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଜନଜୀବନ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଯାହାର ପ୍ରଭାବରେ ବିଭିନ୍ନ ରେଲୱେ ଟ୍ରାକ୍ ଉପରେ ବର୍ଷା ଜଳ ପ୍ରବାହିତ ହେବା ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଭଳି ପରିସ୍ଥିତିରେ ରେଳସେବା ବାଧାପ୍ରାପ୍ତ ହୋବା…

ସମ୍ବଲପୁର-ଟିଟିଲାଗଡ଼ ରେଳ ଧାରଣାରେ ବର୍ଷାଜଳ: ଟ୍ରେନସେବା ବ୍ୟାହତ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ପଶ୍ଚିମ ଓଡିଶା ରେ ବନ୍ୟା ପରିସ୍ଥିତି ଉପୁଜିଥିବା ସହିତ ସମ୍ବଲପୁର-ଟିଟିଲାଗଡ଼ ରେଳ ସେକ୍ସନର ଦେଓଗାଁ ରୋଡ଼-ବରଗଡ଼, ଲୋଇଶିଙ୍ଗା-ବଲାଙ୍ଗୀର, ବରପାଲି-ଡୁଙ୍ଗୁରିପାଲ୍ଲୀ ଷ୍ଟେସନ ମଧ୍ୟରେ ରେଳଧାରଣ ଉପରେ ପାଣି ପ୍ରବାହିତ ହେବା ଦ୍ୱାରା ଟ୍ରେନ ସେବା…