୮ କଲେଜ ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍
ଭବାନିପାଟଣା: ଇ-ଆଡମିଶନ ନେଇ ଭୁବନେଶ୍ୱରରେ ହୋଇଥିବା ଟ୍ରେନିଂରେ ଯୋଗ ଦେଇ ନଥିବାରୁ ୮ କଲେଜ ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ସରକାର ।
ମେ ୨୩ ଓ ୨୪ ଦୁଇଦିନ ଧରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତାଲିମ୍ ଶିବିର…