Latest Odisha News

BREAKING NEWS

Browsing Tag

Translated poem

 ଅନୁବାଦ କବିତା : ସୁଖାନୁଭୁତି

ଲୁଇସ ଗ୍ଲୁକ ଏକ ଧଳା ବିଛଣାରେ ଶୟନରତ ଜଣେ ପୁରୁଷ ଓ ନାରୀ। ସକାଳ ହେଲାଣି, ମତେ ଲାଗୁଛି ସେମାନେ ଖୁବ୍ ଶୀଘ୍ର ଉଠିପଡ଼ିବେ। ଖଟ ପାଖର ଫୁଲଦାନିରେ କିଛି କଇଁ ଫୁଲ, ସୂର୍ଯ୍ୟ କିରଣ ତାଙ୍କ ଗଳାରେ ଏକ ଛୋଟ ଜଳାଶୟର ଭ୍ରମ ସୃଷ୍ଟି କରୁଛି। ମୁଁ ଲକ୍ଷ୍ୟ କଲି , ପୁରୁଷଟି ସ୍ତ୍ରୀ…

ଅନୁବାଦ କବିତା : ବିମାନ ପରିଚାରିକା

ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ କକପିଟରେ ବିଶ୍ରାମହୀନ ସୂର୍ଯ୍ୟାଲୋକର ଝୁଲନ୍ତ ଖରା ପ୍ରପେଲାରରେ ଆତ୍ମହରା ବିଂଶ ଶତାଦ୍ଦୀ ଯେମିତି ରକ୍ ଆଣ୍ଡ ରୋଲରେ ପ୍ରିସଲିର ସ୍ୱର ତାପରେ ଉଡ଼ିଯାଅ , ପକ୍ଷୀ ପରି ପ୍ରବାସକୁ ଏ ଜାଗାରେ କିଏ ରହେ ? ମୁହଁ ଓ ଛାତିରେ ତୁଷାରର…

ଅନୁବାଦ କବିତା : ବରଫ ତରଳିବ ନିଶ୍ଚୟ

ମୂଳ ରଚନା : ମାରିନା ଶ୍ୱେତାଏଭା  ଆଜି ନୁହେଁ ତ କାଲି ଏ ବରଫ ତରଳିବ ନିଶ୍ଚୟ ତୁମେ ଏକ ବିଶାଳ ଲୋମଶ ପୋଷାକ ଭିତରେ ରହିଛ ଏବଂ ତୁମର ଅଧର ଦ୍ୱୟ ଶୁଖି ଯାଇଛି ସବୁଦିନ ପାଇଁ ମୁଁ ଜାଣି ପାରୁନି ତୁମକୁ ଦୟା ଦେଖାଇବି କି ନାହିଁ। ତୁମର ପିଇବା ଅଭ୍ୟାସ ଖୁବ କଷ୍ଟକର ପଦଚାଳନା ଓଜନଦାର…

ଅନୁବାଦ କବିତା : ଏକ ଦୀର୍ଘ ମନସ୍ତାପ

ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ  ଏବେ ବି ମୁଁ ପାରିନାହିଁ ଭୁଲି ସେଇ ଦୀର୍ଘ ଅପୂର୍ଣ୍ଣ ବେଦନା ବାହାରେ ରାତିର ମୃଦୁ ଅନୁଚ୍ଚ ଜ୍ଵଳନ ଆଉ ସିଏ ଜୋର କରି ହାତ ତା'ର ଟାଣିନେବା ବେଳେ ଅନିଶ୍ଚିତ ଉଷା ଆଲୋକରେ ତୀବ୍ର ଏକ ଝଲକର ଚିହ୍ନ । କାଟିବା ଏ ପୁରାଏକ ଜୀବନର କ୍ଳାନ୍ତି ଆଉ…

ଅନୁବାଦ କବିତା : ମଧ୍ୟରାତ୍ରିର ପୋଷ୍ଟମ୍ୟାନ

ମୂଳ ବାଂଲା : ଶାମସୁର ରାହମାନ ଏଇ ଅଧରାତିରେ ଏତେ ଜୋରରେ କିଏ କବାଟ କଡ଼ା ହଲେଇଲା ? ଶବ୍ଦଟା ଶୁଣିବା ପରେ ମୋ ଛାତି ଭିତରେ ଯେମିତି ଏକ ପେଚା ଡାକି ଉଠିଲା । ମୁଁ ଅବଶ୍ୟ ଶୋଇ ପଡ଼ିନଥିଲି, କିଛି ଦିନ ହେଲା ଉଚ୍ଚାକାଂକ୍ଷୀ ରକ୍ତଚାପଟା ମୋତେ ଖୁବ୍ କଷ୍ଟ ଦେଉଛି । ଧଡ଼ ଧଡ଼…