Latest Odisha News

BREAKING NEWS

Browsing Tag

transport minister dept

ଅଣ ପରିବହନ ଗାଡିର ଭଡା ଉପରେ ଲାଗିବ କଟକଣା

ଭୁବନେଶ୍ୱର: ଏଣିକି ଅଣପରିବହନ ଗାଡିର ଭଡା ଲଗାଣ ଉପରେ ଲାଗିବ କଟକଣା । ପ୍ରାଇଭେଟ ଲାଇସେନ୍ସପ୍ରାପ୍ତ ଗାଡ଼ିଗୁଡିକ କୌଣସି ପରିସ୍ଥିତିରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବନାହିଁ।  ଏପରି କଲେ ଗାଡ଼ି ଭଡ଼ା କରିଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଏତଲା ରୁଜୁ ହେବ।…

ପୁଣି ୨ରୁ ୪ ପଇସା ବଢ଼ିଲା ବସ ଭଡା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡା । ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ବସ୍ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଭଡା ଅନୁଯାୟୀ, ଏବେ ବସ୍ ଭଡା ୨ରୁ…

ବସରେ ଯାତ୍ରୀ ହେଉନାହାଁନ୍ତି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ରାଜ୍ୟରେ ଆରମ୍ଭ ହୋଇଥିବା ବସ୍ ସେବା ବନ୍ଦ ହେବା ସ୍ଥିତି ଉପୁଜିଲାଣି । କ୍ଷତି ଏତେ ହେଉଛି ଯେ, ବାଧ୍ୟ ହୋଇ ବସ୍ ସେବା ବନ୍ଦ କରିବାକୁ ବିଚାର କରାଯାଉଛି । ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ୬୬ଟି ରୁଟରୁ ୨୦ଟି ରୁଟରେ ଯାତ୍ରୀ…

ମାନିଗଲା ମାଲିକ ସଂଘ , କାଲିଠୁ ଗଡିବ ଘରୋଇ ବସ୍‌

ଭୁବନେଶ୍ୱର: ଶେଷରେ ସାରା ରାଜ୍ୟରେ ଗଡିବ ଘରୋଇ ବସ୍ । ଆସନ୍ତାକାଲିଠାରୁ ବସ୍ ଚଳାଚଳ ସ୍ୱାଭାବିକ ହେବ । ଏନେଇ ଘୋଷଣା କରିଛି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନେଇ ଚୂଡାନ୍ତ ନିଷ୍ପତି ନେବାକୁ ଆଜି ଚଣ୍ଡିଖୋଲରେ ଘରୋଇ ବସ ମାଲିକ ସଂଘ ସାଧାରଣ ପରିଷଦ ବୈଠକ ବସିଥିଲା । ବୈଠକରେ ସମସ୍ତ ଜିଲ୍ଲାର…