୨୨ ବର୍ଷ ଧରି ସରପଞ୍ଚ… ତଥାପି ନାହିଁ ଖଣ୍ଡିଏ ପକ୍କା ଘର, ଚାଳ ଛପର ତଳେ ଗୁଞ୍ଜିଛନ୍ତି ମୁଣ୍ଡ
ନବରଙ୍ଗପୁର: ନାଁ ପୁଷ୍ପଲତା… ନାଁ ଭଳି ତାଙ୍କ ହୃଦୟ ବି ବେଶ୍ କୋମଳ । ୨୨ ବର୍ଷ ଧରି ସରପଞ୍ଚ ହେଉଥିଲେ ବି ତାଙ୍କ ପାଖରେ ଖଣ୍ଡିଏ କୁଡ଼ିଆ ଛଡ଼ା ଆଉ କିଛି ନାହିଁ । ଗରିବ ଗୁରୁବାଙ୍କ ସମସ୍ୟା ସହ ଛିଡ଼ା ହୋଇ ଦୁଃଖ ସୁଖ ବାଣ୍ଟୁଥିବା ଏ ମହିଳା ଜଣଙ୍କ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ…