Latest Odisha News

BREAKING NEWS

Browsing Tag

TRP Scam

ଟିଆରପି ସ୍କାମ: ପୂର୍ବତନ ବାର୍କ ସିଇଓଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ: ଟିଆରପି ସ୍କାମ ଅଭିଯୋଗ ଘଟଣାରେ ପୂର୍ବତନ ବାର୍କ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ଜାମିନ ଆବେଦନ ଖାରଜ । ମୁମ୍ବାଇର ସେସନ୍ସ କୋର୍ଟ ଗିରଫ ହୋଇଥିବା ପାର୍ଥୋ ଦାସଗୁପ୍ତାଙ୍କ ଖାରଜ କରିଦେଇଛନ୍ତି । ଗତ ଡିସେମ୍ବର ୨୪ ତାରିଖରେ ଗିରଫ ପରେ ତଲୋଜା ଜେଲ୍‌ରେ ଥିଲେ ପାର୍ଥୋ । ଅସୁସ୍ଥତା…

ଚ୍ୟାନେଲ ଦେଖିବା ପାଇଁ ଲୋକଙ୍କୁ ଟଙ୍କା ଦେଉଥିଲା ରିପବ୍ଲିକ୍ ଟିଭି: ସାକ୍ଷୀ

ମୁମ୍ବାଇ: ଦିନକୁ ଦିନ ନୂଆ ମୋଡ଼ ନେଉଛି ରିପବ୍ଲିକ୍ ଟିଭିର ଟିଆରପି ସ୍କାମ ଘଟଣା । ମାଜିଷ୍ଟ୍ରେଟଙ୍କ ନିକଟରେ ଉପସ୍ଥାପିତ ହୋଇଥିବା ଚାରିଜଣ ସାକ୍ଷୀଙ୍କ ମଧ୍ୟରୁ ତିନିଜଣ ରଖିଛନ୍ତି ବିସ୍ଫୋରକ ବୟାନ। ସେମାନେ କହିଛନ୍ତି ଯେ ରିପବ୍ଲିକ୍ ଚ୍ୟାନେଲକୁ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦେଖିବା…

ଟିଆର୍‌ପି ସ୍କାମ: ୩ ମାସ ପାଇଁ ଆସିବନି ଟିଆର୍‌ପି

ନୂଆଦିଲ୍ଲୀ: ଟିଭି ଚ୍ୟାନେଲଗୁଡିକର ଆଉ ଆସିବନି ଟିଆର୍‌ପି । ଆଗାମୀ ୧୨ ସପ୍ତାହ ପର୍ଯ୍ୟନ୍ତ ସପ୍ତାହିକ ଟେଲିଭିଜନ ରେଟିଂ ପଏଣ୍ଟ ବନ୍ଦ କରିଛି ବାର୍କ (ବ୍ରଡକାଷ୍ଟା ଅଡିଆନ୍ସ ରିସର୍ଚ୍ଚ କାଉନସିଲ) । ଟିଆର୍‌ପି ବିବାଦ ପରେ ବାର୍କ ପକ୍ଷରୁ ଏପରି ଘୋଷଣା କରାଯାଇଛି । ଟିଆର୍‌ପି ଡାଟା ଆକଳନ…