ଓଲଟି ପଡିଛି ଟ୍ରକ, ଅଚିନ୍ତାରେ ଗପୁଛି ଡ୍ରାଇଭର
ଭୁବନେଶ୍ୱର: ବେଳେବେଳେ ଛୋଟ ଛୋଟ ଘଟଣା ମନକୁ ଛୁଇଁଯାଏ । ସେମିତି ଘଟଣା ଆମ ଦୖନିନ୍ଦିନ ଜୀବନର । ତଥାପି ଆମେ ତାକୁ ନଜରଅନ୍ଦାଜ କରିଦେଇ ଥାଉ । ହେଲେ ଅନ୍ୟ କେଉଁଠି ଦେଖିଲେ ଆମେ ଏହାର ମୂଲ୍ୟ ବୁଝିପାରୁ । ସୋସିଆଲ ମିଡିଆରେ ଏମିତି ଘଟଣା ଆଜିକାଲି ପ୍ରତିଦିନ ଦେଖିବାକୁ ମିଳୁଛି । ନିକଟରେ…