ପେଟେଣ୍ଟ ମେଡିସିନ ପରେ କ୍ଷମା ମାଗିଲେ କି ବାବୁସାନ ?
ଓଡ଼ିଶା ସମ୍ବାଦ ବ୍ୟୁରୋ: ଗଳ୍ପ ପେଟେଣ୍ଟ ମେଡିସିନ(1913)ରେ ଶହେ ବର୍ଷ ତଳେ କିପରି ସ୍ତ୍ରୀମାନେ ପରିବାର ସଜାଡିବାକୁ ଝାଡୁ ବ୍ୟବହାର କରୁଥିଲେ ତାହା ବର୍ଣ୍ଣନା ହୋଇଛି । ବ୍ୟାସକବି ଫକୀର ମୋହନ ସେନାପତି ତାଙ୍କ ଗଳ୍ପ ଆରମ୍ଭରେ ଲେଖିଥିଲେ- ସାଆନ୍ତାଣୀଙ୍କର ଟାଣୁଆ ହୁକୁମ ଜାରି, ରାତି ତ…