Latest Odisha News
Browsing Tag

Tweet

ଦେଶବାସୀଙ୍କୁ ହତିଆର୍ ଉଠାଇବାକୁ ଆହ୍ୱାନ୍ କଲେ ୟୁକ୍ରେନ୍ ରାଷ୍ଟ୍ରପତି

ଭୁବନେଶ୍ୱର: ୟୁକ୍ରେନ୍‌ର ମିଲିଟାରୀ ବେସ୍ ଉପରେ ଘନଘନ ଆକ୍ରମଣ ଜାରି ରଖିଛି ରୁଷ ସେନା । ପ୍ରତିକ୍ଷଣରେ ସାମ୍ନାକୁ ଆସୁଛି ନୂଆ ତଥା ବିଚଳିତ କଲା ଭଳି ଖବର । ଏପରି ସ୍ଥିତିରେ ୟୁକ୍ରେନ୍ ରାଷ୍ଟ୍ରପତି ଭଲେଡିମର୍ ଜିଲେନ୍‌ସ୍କିଙ୍କ ସଦ୍ୟ ଘୋଷଣା ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ଦେଶର…

ଲଜ୍ଜ୍ୟା ! ବିରୁଷ୍କାଙ୍କ ୧୦ ମାସର ଝିଅକୁ ଦୁଷ୍କର୍ମ ଧମକ

ମୁମ୍ବାଇ: ଟି୨୦ ବିଶ୍ୱକପରେ ଭାରତୀୟ ଦଳର ଶୋଚନୀୟ ପ୍ରଦର୍ଶନକୁ ନେଇ ଦର୍ଶକଙ୍କ ମନରେ କୁହୁଳୁଛି ଅସନ୍ତୁଷ୍ଟତାର ନିଆଁ । ଏ ନେଇ ଅନେକ କ୍ରିକେଟ ପ୍ରେମୀ ସୋସିଆଲ୍ ମିଡିଆରେ ଦଳରେ ପରିବର୍ତ୍ତନ ତଥା ଖେଳାଳି ଚୟନ ନେଇ କଟୁ ମନ୍ତବ୍ୟ ଦେଇଥିଲେ । ହେଲେ ନିକଟରେ ଅଧିନାୟକ ବିରାଟ ଓ ଅନୁଷ୍କାଙ୍କ ୧୦…

ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ ବାଇ-ଲ ତୁରନ୍ତ ପ୍ରତ୍ୟାହାର ଲାଗି ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଦୁଇ ମନ୍ଦିର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ ପ୍ରସ୍ତାବିତ ବାଇ-ଲ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଏ ନେଇ ସେ ଟ୍ୱିଟ୍ କରିଛନ୍ତି । Central Govt should immediately withdraw the…

ଟ୍ୱିଟରରେ ଜବାବ ଦେଲେ ବର୍ଷା, ‘ସତ କେବେ ହାରିବନି’

ଭୁବନେଶ୍ୱର: ବର୍ଷା ଓ ଅନୁଭବଙ୍କ ବିବାଦ ଏବେ ବେଶ୍ ଚର୍ଚ୍ଚାରେ । ଆଜି ଅପରାହ୍ନରେ ଅନୁଭବ ଗଣମାଧ୍ୟମକୁ ତାଙ୍କ ପରିବାରର ପିଛା ଛାଡିବାକୁ ନିବେଦନ କରିଥିଲେ । ସେମାନେ ପ୍ରଥମ ଆଉ ଶେଷ ଦମ୍ପତ୍ତି ନୁହନ୍ତି ଯେ କି ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ତାଙ୍କ ବାପା ଅସୁସ୍ଥ ଥିବାରୁ ଚିକିତ୍ସାଧୀନ…

ଅହମ୍ମଦାବାଦ ଅଗ୍ନିକାଣ୍ଡ: ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ନବୀନ

ଭୁବନେଶ୍ୱର: ଗୁଜୁରାଟର ଅହମ୍ମଦାବାଦରେ କୋଭିଡ୍ ହସପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍‌ରେ ନବୀନ ଲେଖିଛନ୍ତି ଯେ, ଦୁର୍ଘଟଣାରେ ସେ ଗଭୀର ଭାବେ ମର୍ମାହତ । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଏଭଳି ଦୁଃଖଦ ସ୍ଥିତିର…