ଗିରଫ ନକରାଗଲେ ପୋଲିସ ଆଗରେ ହାଜର ହେବି; ଟ୍ୱିଟର ଇଣ୍ଡିଆ ଏମ୍ଡି
ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୀଷ ମହେଶ୍ୱରୀ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟଙ୍କୁ କହିଛନ୍ତି ଯେ ଯଦି ସେ ଗିରଫ ନକରନ୍ତି ତେବେ ସେ ଉତ୍ତରପ୍ରଦେଶ ପୋଲିସ ଆଗରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି।
ମନୀଷ ମହେଶ୍ୱରୀଙ୍କ ପରାମର୍ଶଦାତା ସି.ଭି…