ବିଧାୟକ ସାଜିଲେ ଚାଷୀ, ହାତରେ ଦା’ ଧରି କାଟିଲେ ଧାନ
ଉମରକୋଟ: ଧାନ ବିଲରେ ବିଧାୟକ । ହାତରେ ଦା’ । ଅଂଟାରେ ଭିଡିଲେ ଗାମୁଛା । ବିଲରେ ଦା’ ଧରି କାଟିଲେ ଧାନ । ବିଧାୟକ ସାଜିଲେ ଚାଷୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉମରକୋଟରେ । ନବରଙ୍ଗପୁର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଲରେ ଧାନ କାଟୁଥିବା ଦେଖିବାକୁ ମିଳିଛି । ବିଧାୟକ ଓ…