ନୟାଗଡରେ ବିଚାରାଧୀନ କଏଦୀର ମୃତ୍ୟୁ
ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ଅନ୍ତର୍ଗତ ଏକ ସରକାରୀ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି ।
ମୃତକଙ୍କ ନାମ କୃଷ୍ଣ ପାତ୍ର ବୋଲି ଜଣାପଡିଛି ।
ମିଳିଥିବା ସୂଚନାନୁଯାୟୀ ଗତ ୨ ମାସ ପୂର୍ବେ କୃଷ୍ଣ ଓ ତା’ର ସ୍ତ୍ରୀ ଜଣେ…