Latest Odisha News

BREAKING NEWS

Browsing Tag

Union Budget 2023

ନିର୍ମଳାଙ୍କ ବଜେଟକୁ ତାଲିବାନ ସରକାରର ଭୁରି ପ୍ରଶଂସା

କାବୁଲ: କେନ୍ଦ୍ର ବଜେଟକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଘେରିଥିବାବେଳେ ଆଫଗାନିସ୍ତାନର ତାଲିବାନ ସରକାର ଏହାକୁ ଭୁରି ଭୁରି ପ୍ରଶଂସା କରିଛି । କେନ୍ଦ୍ର ବଜେଟ ୨୦୨୩-୨୪କୁ ସ୍ୱାଗତ କରିବା ସହ ତାଲିବାନ ସରକାର କହିଛି ଏହି ବଜେଟରେ ଆଫଗାନିସ୍ତାନ ପାଇଁ ସହାୟତା ଘୋଷଣା କରିଛି ଯାହା ଦୁଇ…

ଏଥର ବି ଚର୍ଚ୍ଚାରେ ନିର୍ମଳାଙ୍କ ନାଲି ରଙ୍ଗର ଶାଢୀ

ନୂଆଦିଲ୍ଲୀ: ଏଥର ବି ଅର୍ଥମନ୍ତ୍ରୀଙ୍କ ଶାଢୀକୁ ନେଇ ଚର୍ଚ୍ଚା ।  ଦେଶୀ ଶାଢୀକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ନିର୍ମଳା । ଏଥର ବଜେଟରେ ମଧ୍ୟ ନିର୍ମଳାଙ୍କ ଶାଢୀକୁ ନେଇ ଚର୍ଚ୍ଚା । ଏଥର ଲାଲ ରଙ୍ଗର ଶାଢୀରେ କୁମ୍ଭପକା ବର୍ଡର ଥିବା ଶାଢୀ ପିନ୍ଧି ବଜେଟ ଉପସ୍ଥାପନ କରିଛନ୍ତି…

ବଜେଟରେ ଅର୍ଥମନ୍ତ୍ରୀଙ୍କ ପ୍ରତିଶ୍ରୁତି: ସବୁ ଗରିବଙ୍କୁ ମିଳିବ ଘର

 ଭୁବନେଶ୍ୱର: କେନ୍ଦ୍ର ବଜେଟକୁ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ମୋଦି ସରକାରଙ୍କ ୨ୟ ପାଳିର ଶେଷ ବଜେଟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟ ଆଗାମୀ ବର୍ଷର ବ୍ଲୁ ପ୍ରିଣ୍ଟ ହେବ ବୋଲି କହିଛନ୍ତି ନିର୍ମଳା । ଅର୍ଥମନ୍ତ୍ରୀ…

Live Updates ବଜେଟ ୨୦୨୩ : କ’ଣ ରହିଛି ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟରେ

ନୂଆଦିଲ୍ଲୀ: ଫେବୃଆରୀ ୧  । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲିଛନ୍ତି  ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ବଜେଟ ଉପସ୍ଥାପନ ଆରମ୍ଭରୁ ନିର୍ମଳା କହିଛନ୍ତି ଆମର ଆର୍ଥିକ ଏଜେଣ୍ଡା ନାଗରିକଙ୍କୁ ସବୁ କ୍ଷେତ୍ରରେ ସୁବିଧା ଦେବା ପାଇଁ, ବିକାଶ ଏବଂ…