Latest Odisha News

BREAKING NEWS

Browsing Tag

uttarakhand flood

ଉତ୍ତରାଖଣ୍ଡ ଚାମୋଲି ହିମସ୍ଖଳନ; ପ୍ରାୟ ୧୫୦ରୁ ଅଧିକ ଶ୍ରମିକ ନିଖୋଜ

ଯୋଶୀମଠ (ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ହିମସ୍ଖଳନ । ଯୋଶୀମଠ ଅଞ୍ଚଳରେ ହିମସ୍ଖଳନ ପରେ ବନ୍ୟା ଆସିଛି । ଭାଙ୍ଗିଛି ବନ୍ଧ ବାଡ଼ । ରଶିଗଙ୍ଗା ବିଦ୍ୟୁତ ପ୍ରୋଜେକ୍ଟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ରବିବାର ସକାଳେ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର…