ଭେଜିଟେବଲ୍ ଚିକେନ୍
ସାଧାରଣତଃ ଘରେ ପନିପରିବାରେ ପ୍ରସ୍ତୁତ ହୋଇଥିବା ଅନେକ ଆଇଟମ୍ ଖାଇଥିବେ । କିନ୍ତୁ କେବେ କ’ଣ ପନିପରିବାରେ ଚିକେନ୍ ମିଶାଇ ପ୍ରସ୍ତୁତ ହୋଇଥିବା ଭେଜିଟେବଲ୍ ଚିକେନ୍ ଖାଇଛନ୍ତି।
ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଭେଜିଟେବଲ୍ ଚିକେନ୍ ।
ସାମଗ୍ରୀ:
ଚିକେନ୍, କଟା ବିଟ୍,…