ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଗଲା ୫ ଜୀବନ
ଭୁବନେଶ୍ୱର: ଭୁବନେଶ୍ୱରର ଜାଭିୟର ଛକରେ ଶନିବାର ସନ୍ଧ୍ୟାରେ ସିରିଜ ଦୁର୍ଘଟଣାରେ ଅତି କମରେ ପାଞ୍ଚ ଜଣ ଆହତ ହୋଇଛନ୍ତି।
ସୂଚନାନୁସାରେ, ସାଲିଆସାହିରୁ ଜାଭିୟର୍ ଛକ ରାସ୍ତାରେ ଯାଉଥିବା ଏକ ଅଟୋକୁ ପଛରୁ ଧକ୍କା ଦେଇଥିଲା କାର। ଯାହା ଫଳରେ ଉକ୍ତ ଅଟୋଟି ଅନ୍ୟ ଏକ ଅଟୋ ସହ ଧକ୍କା…