Latest Odisha News

BREAKING NEWS

Browsing Tag

vehicles

ପୁଣି ମାସେ ବଢ଼ିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧି

କଟକ: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧିକୁ ରାଜ୍ୟ ସରକାର ଆଉ ମାସକ ଲାଗି ବୃଦ୍ଧି କରିଛନ୍ତି । ଗାଡ଼ି ପଞ୍ଜିକରଣ ନମ୍ବରର ଶେଷ ଅଙ୍କ ୧, ୨, ୩ ଓ ୪ ଥିଲେ ନଭେମ୍ବର ୩୦ ସୁଦ୍ଧା HSRP ଲଗାଇବାକୁ ନିର୍ଦ୍ଦେଶନାମା ଥିଲା । ଏବେ ଅବଧି ଏକ ମାସ ବୃଦ୍ଧି ପରେ ଗାଡ଼ି ପଞ୍ଜିକରଣ…

ଛତିଶଗଡରେ ସଶସ୍ତ୍ର ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି: ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ୍ । ବାରମ୍ବାର କୁମ୍ବିଂ ଅପରେସନ୍ ଓ ଏନକାଉଣ୍ଟର୍ ପରେ ବି ସାବାଡ୍ ହେଉନାହାଁନ୍ତି ମାଓବାଦୀ । ଆଜି ଛତିଶଗଡ ବିଜାପୁର ଜିଲ୍ଲାରେ ଅଗ୍ନିକାଣ୍ଡ ଘଟାଇ ତାଣ୍ଡବ ରଚିଛନ୍ତି ସଶସ୍ତ୍ର ମାଓବାଦୀ । ଆଜି ବିଜାପୁର ଜିଲ୍ଲା…

ରାଜ୍ୟରେ ମାସେ ଯାଏଁ କୋହଳ ହେଲା ପ୍ରଦୂଷଣ ଚେକିଂ !

ଭୁବନେଶ୍ୱର: ରାଜ୍ୟରେ ଟ୍ରାଫିକ୍ ଯାଞ୍ଚ କଡାକଡି କରାଯାଉଥିବା ବେଳେ ପ୍ରଦୂଷଣ ସାର୍ଟିଫିକେଟ୍ ପାଇବା ଲାଗି ଆରଟିଓ ଅଫିସ୍ ଆଗରେ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ଗାଡି ଚାଳକମାନଙ୍କ ଲାଗି ବୈଧ ‘ପ୍ରଦୂଷଣ ପ୍ରମାଣପତ୍ର’ ପାଇବା ତାରିଖକୁ ଆସନ୍ତା ଅକ୍ଟୋବର ୬…

କଳାହାଣ୍ଡିରେ ମାଓବାଦୀ ଜାଳିଦେଲେ ଟ୍ରାକ୍ଟର୍ ସହ ୭ଗାଡି

ଭବାନୀପାଟଣା : କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ଅନ୍ତର୍ଗତ ନୂଆମୁଣ୍ଡା ନିକଟରେ ରାସ୍ତାକାମକୁ ବିରୋଧକରି ମାଓବାଦୀମାନେ ରାସ୍ତାକାମରେ ନିୟୋଜିତ ହୋଇଥିବା ପ୍ରାୟ ୭ଟି ଗାଡିକୁ ପୋଡି ଦେଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ କିଛି ସଶସ୍ତ୍ର ମାଓବାଦୀ…