Latest Odisha News

BREAKING NEWS

Browsing Tag

violation

କୁକୁର ପାଳନ ନେଇ ବିଏମସି ଆଣିଲା ନୂଆ ନିୟମ, ନ ମାନିଲେ ୧୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ରାଜଧାନୀରେ ପୋଷା କୁକୁର ରଖିବା ଲାଗି ବିଏମସି ବୈଠକରେ ବାଇ ଲ ପାରିତ ହୋଇଛି । ବିଜ୍ଞପ୍ତି ଅନୁସାରେ, କୁକୁର ରଖିବାକୁ ହେଲେ ବିଏମସି ନିକଟରେ ପଞ୍ଜିକରଣ କରିବାକୁ ପଡ଼ିବ । ୫ ଶହ ଟଙ୍କା ଦେଇ ମାଲିକ ବିଏମସି କାର୍ଯ୍ୟାଳୟରେ ପୋଷା କୁକୁରର ପଞ୍ଜିକରଣ କରିବେ । କୌଣସି ବ୍ୟକ୍ତି…

ଆନ୍ଦୋଳନ ନାଁରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ

ପାରାଦୀପ: ଆନ୍ଦୋଳନ ନାଁରେ କୋଭିଡ-19 ଓ ୧୪୪ ଧାରାକୁ ଉଲ୍ଲଘଂନ କରିଛି ପାରାଦୀପର ଏକ ଶ୍ରମିକ ସଂଗଠନ। ୫୦୦ ଶହରୁ ଉର୍ଦ୍ଧ୍ଵ ଶ୍ରମିକଙ୍କୁ ନେଇ ଆଇଓସିଏଲ ସମ୍ମୁଖରେ ଆନ୍ଦୋଳନ କରିଛି ପେଟ୍ରୋଲିୟମ ପ୍ରଡକ୍ଟସ ହ୍ୟାଣ୍ଡେଲିଂ ଆଣ୍ଡ କ୍ୟାରିୟର୍ସ ଏମ୍ଲୋଏ ୟୁନିଅନ। ଆଇଓସିଏଲର ମେଣ୍ଟେନାସ୍ କାର୍ଯ୍ୟ…

କରୋନା ହଟ୍‌ସ୍ପଟ ଜିଲ୍ଲାରେ କଟକଣାକୁ ଫୁ’, ବିରାଟ ଯଜ୍ଞ ସହ କଳସ ଶୋଭାଯାତ୍ରା

ଗଞ୍ଜାମ: ଗଂଜମାରେ କରୋନାରେ ସ୍ଥିତି ସଙ୍ଗୀନ । ୩୬ ଜଣଙ୍କ ମୃତ୍ୟୁ ଏବଂ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗଂଜାମ ଜିଲ୍ଲାରୁ । ହଟ୍‌ସ୍ପଟ ଜିଲ୍ଲାରେ ପରିଣତ ହୋଇଛି ଗଂଜାମ ଜିଲ୍ଲା । ତେବେ ଏତେ ଆକ୍ରାନ୍ତ ଚିହ୍ନଟ ସତ୍ତ୍ୱେ ଏଠି ସରକାରୀ କଟକଣାକୁ ଫୁ କରିଦେଇଛନ୍ତି ଲୋକେ ।…

ଲକ୍‌-ଡାଉନ୍ ନିୟମ ଭାଙ୍ଗି ଅନନ୍ୟ ଢଙ୍ଗରେ ଦଣ୍ଡିତ ହେଲେ ବିଦେଶୀ !

ଉତ୍ତରାଖଣ୍ଡ: ଋଷିକେଶରେ ଲକ୍‌-ଡାଉନ୍ ନିୟମ ଭାଙ୍ଗି ଦଣ୍ଡିତ ହେଲେ ବିଦେଶୀ ନାଗରିକ । ସ୍ଥାନୀୟ ଲୋକଙ୍କୁ ନିର୍ଘାତିଆ ମାଡ । ହେଲେ ବିଦେଶୀଙ୍କୁ ନିଆରା ଦଣ୍ଡ ଦେଇ ଚର୍ଚ୍ଚାକୁ ଆସିଛି ଉତ୍ତରାଖଣ୍ଡ ପୋଲିସ । ଶନିବାର ପୋଲିସ ହାତରେ ଧରାପଡିଥିଲେ ବିଭିନ୍ନ ଦେଶର ୧୦ ବିଦେଶୀ ନାଗରିକ । ସମଗ୍ର…