Latest Odisha News

BREAKING NEWS

Browsing Tag

viral post

ଭାଇରାଲ ହେଉଛି ବ୍ୟକ୍ତିଗତ ଲାଇବ୍ରେରୀ, ଯେଉଁଥିରେ ରହିଛି ୩୨ହଜାରରୁ ଅଧିକ ପୁସ୍ତକ

କୁହାଯାଏ ଯେଉଁମାନେ ପୁସ୍ତକକୁ ବନ୍ଧୁ କରନ୍ତି ସେମାନେ ନୂଆ ଇତିହାସ ସୃଷ୍ଟି କରନ୍ତି । ପୁସ୍ତକରେ ସବୁ ସମସ୍ୟାର ସମାଧାନ ଥାଏ । ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ବହି ପଢିବାକୁ ଭଲ ପାଆନ୍ତି  । ସେମାନଙ୍କ ମଧ୍ୟରୁ କିଛି ଲୋକ ଅଛନ୍ତି ବହି ରଖିବାକୁ ବେଶ ପସନ୍ଦ କରନ୍ତି ।…

ସ୍କୁଲରେ ଛାଡ଼ିବାକୁ ଯାଉଥିଲା ମା’, ପଛ ସିଟ୍‌ରେ ପୁଅର କାର୍ଯ୍ୟ ଦେଖିଲେ ହେବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ପିଲାମାନେ ସ୍କୁଲ ଯିବା ପାଇଁ ରାଜି ନ ହେଲେ, ବାପା-ମା’ମାନେ ଆକଟ କରି ବୁଝାଇଥାନ୍ତି । ଯଦି ପିଲାଟି ରାଜି ନ ହୁଏ, ତେବେ ଜୋରଜବରଦସ୍ତ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଯାଇଥାଆନ୍ତି ବାପା ମା’। ସୋସିଆଲ ମିଡିଆରେ ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି।…

ବିଶ୍ୱର ପ୍ରଥମ ଉଡ଼ନ୍ତା ବାଇକ୍

ନୂଆଦିଲ୍ଲୀ: ବେଳେବେଳେ ଟ୍ରାଫିକ୍ ଜାମରେ ଫସିଥିଲେ କିମ୍ବା କୈାଣସି ସ୍ଥାନକୁ ଜଲଦି ଯିବାର ଥିଲେ, ମନରେ ଧାରଣା ଆସେ ଯଦି ଆମ ପାଖରେ ଫ୍ଲାଇଙ୍ଗ୍ ବାଇକ୍ କିମ୍ବା କାର୍ ଥାନ୍ତା ସତରେ କେତେ ଭଲ ହୁଅନ୍ତା  । ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି ସ୍ୱପ୍ନରେ ଭାବୁଥିବା କଥା ଏବେ ସତ ହୋଇଛି ।…

୨୪ରୁ ଅଧିକ ବର୍ଷ ଧରି ଗୋଟିଏ ଥାଳିରେ ଖାଉଥିଲେ ମା’, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଛୋଟ ବେଳେ ଜିତିଥିବା ପୁରସ୍କାର, ବଡ଼ ହେଲେ ପ୍ରେରଣା ଦିଏ । ହେଲେ ଅନେକ ସେ ସବୁକୁ ଭୁଲି ଯାଉଥିବା ବେଳେ ମାଆ ଯତ୍ନର ସହ ସାଇତି ରଖିଥାନ୍ତି । କାରଣ ବାପା-ମାଆଙ୍କ ପାଇଁ ସେମାନଙ୍କର ପିଲାମାନଙ୍କର ଛୋଟ ଛୋଟ ସଫଳତା ବି ବହୁତ ମୂଲ୍ୟବାନ । ଟ୍ୱିଟରରେ ଜଣେ ବ୍ୟକ୍ତି ନିଜ ମା’ଙ୍କୁ ନେଇ ଏକ…

କନ୍ୟାବେଶରେ ମହାକାଶଚାରୀ, ଭାଇରାଲ ହେଉଛି ଫଟୋ

ଆଜିକାଲି ଫଟୋଗୁଡିକୁ ମାନୁଆଲ ପରିବର୍ତ୍ତେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ମାଧ୍ୟମରେ ତିଆରି କରାଯାଉଛି । ଏହି  ପୋଷ୍ଟ ଗୁଡିକ ଇଣ୍ଟରନେଟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ନିକଟରେ ସୋସିଆଲ ମିଡିଆରେ  ଏକ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି । ଜଣେ ମହିଳା ମହାକାଶଚାରୀଙ୍କୁ…