Latest Odisha News

BREAKING NEWS

Browsing Tag

Virat Kohli

କୋହଲୀଙ୍କୁ ସ୍ପେଶାଲ୍ ଗିଫ୍ଟ; ମୋବାଇଲ୍ ଫୋନ-ତାରରେ ଫ୍ୟାନ୍ ଆଙ୍କିଲେ ଚିତ୍ର !

ଭାରତୀୟ ଦଳର କ୍ୟାପଟେନ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ତାଲିକାରେ ଯୋଡି ହୋଇଛନ୍ତି ପୁଣି ଜଣେ ଯୁବକ। ଏପରିକି ସେ ବିରାଟଙ୍କର ଏକ ନିଆରା ଛବି ମଧ୍ୟ ତିଆରି କରିଛନ୍ତି। ଭଙ୍ଗା ଦଦରା ମୋବାଇଲ୍ ଫୋନ୍ ତଥା ପୁରୁଣା ଫୋନ ଓ ତାର କୁ ବ୍ୟବହାର କରି ଫ୍ୟାନ ଜଣକ ଏହି କଳାକୃତି ତିଆରି କରିଛନ୍ତି।…

ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ବିରାଟ ବିଜୟ, ରେକର୍ଡ଼ କଲେ କୋହଲୀ…

ଜାମାଇକା: ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ ପୋଛିନେଇଛି । କିଙ୍ଗଷ୍ଟନ୍ ଟେଷ୍ଟରେ ଭାରତ ୨୫୭ ରନର ଏକ ବୃହତ ବିଜୟ ହାସଲ କରିଛି । ଭାରତୀୟ କପ୍ତାନ କୋହଲୀ ୱେଷ୍ଟଇଣ୍ଡିଜକୁ ୪୬୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, ମାତ୍ର ଇଣ୍ଡିଜ ଦଳ ଭାରତୀୟ…