Latest Odisha News

BREAKING NEWS

Browsing Tag

virat

ହାପି ବର୍ଥ ଡେ’ ବିରାଟ

ମୁମ୍ବାଇ : ଭାରତୀୟ କ୍ରିକେଟ ଟିମ୍ କ୍ୟାପଟେନ ବିରାଟ କୋହଲିଙ୍କ ଆଜି ଜନ୍ମଦିନ । ୩୩ ବର୍ଷ ବୟସରେ ପାଦ ଥାପିଛନ୍ତି କ୍ୟାପଟେନ କୋହଲି । ୧୯୮୮ ମସିହା ୫ ନଭେମ୍ବରରେ ଦିଲ୍ଲୀରେ ଜନ୍ମ ହୋଇଥିଲେ ବିରାଟ କୋହଲି। ଭାରତର ଜଣେ ବେଷ୍ଟ କ୍ରିକେଟର ଭାବେ ସାରା ଦେଶବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ…

ବିରୁଷ୍କାଙ୍କୁ ଆତଙ୍କବାଦୀ ଆଖ୍ୟା ?

ମୁମ୍ବାଇ: କନ୍ୟା ସନ୍ତାନ ଜନ୍ମ ହେବାଠୁ ଚର୍ଚ୍ଚାରେ ରହିଛନ୍ତି ବିରାଟ ଓ ଅନୁଷ୍କା । ତେବେ ନିକଟରେ ଏକ ଖବର କାଗଜ ବିରାଟ ଓ ଅନୁଷ୍କାଙ୍କ ଫଟୋ ଏକ ସଙ୍ଗୀନ ମାମଲାରେ ଛାପିବା ପରେ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ପାୱାର କପଲଙ୍କ ଫଟୋକୁ ଏକ ଆତଙ୍କବାଦୀ ସଙ୍ଗଠନ ସହ ଯୋଡି…

ବର୍ଷକୁ କେତେ ଆୟ କରନ୍ତି ପାୱାର କପଲ୍ ବିରାଟ୍ ଓ ଅନୁଷ୍କା ?

ମୁମ୍ବାଇ: ଭାରତ ତଥା ବିଶ୍ୱରେ ବହୁଚର୍ଚ୍ଚିତ ଦମ୍ପତ୍ତି ତାଲିକାରେ ସାମିଲ ଅଛନ୍ତି ବିରାଟ ଓ ଅନୁଷ୍କା । ଜଣେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଭିନେତ୍ରୀ ତ ଆଉ ଜଣେ ବିଶ୍ୱ କ୍ରିକେଟର ଅଭିନ୍ନ ଅଙ୍ଗ । ନିଜନିଜ କ୍ଷେତ୍ରରେ ଦୁହିଁଙ୍କ ଭୂମିକା ହିଁ ତାଙ୍କୁ ପାୱାର୍ କପଲ୍‌ର ଆଖ୍ୟା ଦେଇଛି ।…

ବିରାଟ୍ କୋହଲି ଓ ଗାଙ୍ଗୁଲିଙ୍କୁ କୋର୍ଟର ନୋଟିସ୍ !

ତାମିଲନାଡୁ: ଆଇପିଏଲ ମ୍ୟାଚ୍ ଦେଖୁଥିବାବେଳେ ଏକାଧିକ ବିଜ୍ଞାପନ ଟିଭି ପରଦାରେ ଆସିବା କିଛି ନୂଆ କଥା ନୁହେଁ । ବିଜ୍ଞାପନରେ କ୍ରିକେଟରଙ୍କଠାରୁ ଆରମ୍ଭ କରି ସିନେ ତାରକା ମଧ୍ୟ ନଜର ଆସିଥାନ୍ତି । ଏହି ତାଲିକାରେ ନିକଟରେ ଗାଙ୍ଗୁଲି ଓ ବିରାଟ କୋହଲିଙ୍କୁ ଏକ ଅନ୍‌ଲାଇନ୍ ସ୍ପୋର୍ଟସ୍…

ଦୁବାଇରେ ବିରୁଷ୍କାଙ୍କ ପ୍ରେଗନେନ୍ସି ସେଲିବ୍ରେସନ୍ !

ଦୁବାଇ: ସୋସିଆଲ ମିଡିଆରେ ଦୁଇରୁ ତିନି ହେବାକୁ ଯାଉଥିବା ଖବରକୁ ସେୟାର କରି ସମସ୍ତଙ୍କୁ ଚକିତ କରିଥିଲେ ବିରାଟ ଓ ଅନୁଷ୍କା । ଏହି ପୋଷ୍ଟ ପରେ ବଲିଉଡର ଅନେକ ତାରକାଙ୍କ ସମେତ ବହୁ କ୍ରିକେଟର୍ ବି ସେମାନଙ୍କୁ ବଧେଇ ଜଣାଇଥିଲେ । ତାଜା ସ୍ଥିତିରେ ସ୍ତ୍ରୀ ଅନୁଷ୍କାଙ୍କ ସହ ବିରାଟ ଦୁବାଇରେ…