Latest Odisha News
Browsing Tag

Visakhapatnam

ପସନ୍ଦ ହେଲାନି ପ୍ରସ୍ତାବ; ପୁଅର ବେକ କାଟିଦେଲା ଝିଅ

ବିଶାଖାପଟନମ: ଘରେ ଝିଅ ପାଇଁ ଭଲ ପ୍ରସ୍ତାବ ଖୋଜିଥିଲେ । ପୁଅ ସିଏସଆଇ(କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ)ରେ ବୈଜ୍ଞାନିକ ଚାକିରି କରୁଛି । ହେଲେ ଦଶମ ଫେଲ୍ ଝିଅକୁ ପସନ୍ଦ ହେଲାନି ପୁଅ । ସରପ୍ରାଇଜ ଦେଖା ହେବାକୁ ଡାକି ପୁଅର ବେକ କାଟିଦେଲା ଝିଅ । ଚୋଦବରମର…

ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ବିଶାଖାପାଟନମ୍

ବିଶାଖାପାଟଣା : ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ବିଶାଖାପାଟନମ୍ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି । ମୁମ୍ବାଇସ୍ଥିତ ନୌସେନା ଡକ୍ୟାର୍ଡରେ ଆଇଏନ୍‌ଏସ୍‌ ସାମିଲ କରାଯିବ । ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ…

ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଜଳିଗଲା

ବିଶାଖାପାଟଣା: ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଜଳିଗଲା । ବସ୍‌ରେ ସର୍ଟ ସର୍କିଟ୍‌ ହୋଇ ନିଆଁ  ଲାଗି ଯାଇଥିବା ସୂଚନା । ସମସ୍ତ ଯାତ୍ରୀ ଉଦ୍ଧାର ହୋଇଛନ୍ତି । ବସ୍‌ରେ ଡ୍ରାଇଭର, ହେଲ୍‌ପର ସହ ୩୨ଜଣ ଯାତ୍ରୀ ଥିଲେ । ବିଶାଖାପାଟଣା ପାଇକରାଓପେଟା ନିକଟରେ ପାଞ୍ଚ ନମ୍ବର ଜାତୀୟ…

ନୌସେନାକୁ ମିଳିଲା ବୁଡ଼ା ଜାହାଜ ବିଧ୍ୱଂସୀ ଯୁଦ୍ଧତୋପ INS କଭରାତି

ବିଶାଖାପାଟଣା: ଭାରତୀୟ ନୌସେନାରେ ଆଜି ସାମିଲ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଡ଼ା ଜାହାଜ ବିଧ୍ୱଂସୀ ଯୁଦ୍ଧତୋପ INS କଭରାତି । ସେନା ମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ବାଣେ ବିଶାଖାପାଟଣାରେ ନୌସେନା ଡକୟାର୍ଡରେ ଏହାକୁ ବିଧିବଦ୍ଧ ଭାବରେ ନୌସେନାରେ ସାମିଲ କରାଇଛନ୍ତି ।…