୨୦୨୦ ସବୁଠାରୁ ଉତ୍ତପ୍ତ ବର୍ଷ; ‘ନାସା’
ୱାଶିଂଟନ୍: ଗୁରୁବାର ଦିନ ବିଶ୍ୱ ପାଣିପାଗ ଗୋଷ୍ଠୀ ରିପୋର୍ଟ କରିଛି ଯେ ପୃଥିବୀର ତାପମାତ୍ରା ବୃଦ୍ଧି କ୍ଷେତ୍ରରେ ୨୦୨୦ ବର୍ଷ ସବୁଠାରୁ ଉତ୍ତପ୍ତ ବର୍ଷ ରହିଛି। ଏହି ବର୍ଷ ଉତ୍ତାପ ସ୍ତରରେ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ ସୃଷ୍ଟି କରିଛି। ନାସା ସମେତ ଅଧିକାଂଶ ଏଜେନ୍ସି…